ସଜେଇ ହୋଇ ମୁଁ ରହିଛି ଅନାଇ ସାଥୀ ! ଗୋ ତୁମରି ପାଇଁ,,, ସମ | ଓଡ଼ିଆ ଶାୟାରି ଏବଂ

"ସଜେଇ ହୋଇ ମୁଁ ରହିଛି ଅନାଇ ସାଥୀ ! ଗୋ ତୁମରି ପାଇଁ,,, ସମୟକୁ ଭୁଲି ବିରହରେ ଜଳି ଅପେକ୍ଷା କରିଛି ମୁହିଁ ଶରତ ଲଗନ ବହି,,, ନ ଆସିବ ନାହିଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଯାଅ କାନେ କହି ।। ©ଦେବବ୍ରତ ଜେନା "

ସଜେଇ ହୋଇ ମୁଁ ରହିଛି ଅନାଇ ସାଥୀ ! ଗୋ ତୁମରି ପାଇଁ,,, ସମୟକୁ ଭୁଲି ବିରହରେ ଜଳି ଅପେକ୍ଷା କରିଛି ମୁହିଁ ଶରତ ଲଗନ ବହି,,, ନ ଆସିବ ନାହିଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଯାଅ କାନେ କହି ।। ©ଦେବବ୍ରତ ଜେନା

#umeedein

People who shared love close

More like this

Trending Topic