ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା ଗୋଲାପ ଫୁଲ ଟେ ପାଇଁ ସେଇ | ଓଡ଼ିଆ Quotes

"ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା ଗୋଲାପ ଫୁଲ ଟେ ପାଇଁ ସେଇ ରକ୍ତ କୁହେ ଏତେ ଯେ ଯନ୍ତ୍ରଣା ହସିଲୁ ତୁ କାହା ପାଇଁ । ପାଖୁଡ଼ା ଭିତରୁ ପ୍ରେମ ଖୋଜୁଥିଲି ପାଇଲି ମୁଁ ପ୍ରତାରଣା। କଣ୍ଟାର ଆଘାତେ କନ୍ଦାଇ ସେ ଗଲା ମୋ ସାଥେ କରି ଛଳନା । ସାଜିଲା ନାହିଁ ସେ ପ୍ରେମର ପ୍ରତୀକ ମୋ ପ୍ରେମରେ ସାକ୍ଷୀ ହୋଇ ସ୍ବାର୍ଥପର ସାଜି ଗଲା ଯେ ଗୋଲାପ ରକ୍ତରେ ଭିଜେଇ ଦେଇ । ©jagamohan Pradhan"

 ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା
ଗୋଲାପ ଫୁଲ ଟେ ପାଇଁ
ସେଇ ରକ୍ତ କୁହେ ଏତେ ଯେ ଯନ୍ତ୍ରଣା 
ହସିଲୁ ତୁ କାହା ପାଇଁ ।
ପାଖୁଡ଼ା ଭିତରୁ  ପ୍ରେମ ଖୋଜୁଥିଲି
ପାଇଲି ମୁଁ ପ୍ରତାରଣା।
କଣ୍ଟାର ଆଘାତେ କନ୍ଦାଇ ସେ ଗଲା 
ମୋ ସାଥେ କରି ଛଳନା ।
ସାଜିଲା ନାହିଁ ସେ ପ୍ରେମର ପ୍ରତୀକ
ମୋ ପ୍ରେମରେ ସାକ୍ଷୀ ହୋଇ
ସ୍ବାର୍ଥପର ସାଜି ଗଲା ଯେ ଗୋଲାପ
ରକ୍ତରେ ଭିଜେଇ ଦେଇ ।

©jagamohan Pradhan

ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା ଗୋଲାପ ଫୁଲ ଟେ ପାଇଁ ସେଇ ରକ୍ତ କୁହେ ଏତେ ଯେ ଯନ୍ତ୍ରଣା ହସିଲୁ ତୁ କାହା ପାଇଁ । ପାଖୁଡ଼ା ଭିତରୁ ପ୍ରେମ ଖୋଜୁଥିଲି ପାଇଲି ମୁଁ ପ୍ରତାରଣା। କଣ୍ଟାର ଆଘାତେ କନ୍ଦାଇ ସେ ଗଲା ମୋ ସାଥେ କରି ଛଳନା । ସାଜିଲା ନାହିଁ ସେ ପ୍ରେମର ପ୍ରତୀକ ମୋ ପ୍ରେମରେ ସାକ୍ଷୀ ହୋଇ ସ୍ବାର୍ଥପର ସାଜି ଗଲା ଯେ ଗୋଲାପ ରକ୍ତରେ ଭିଜେଇ ଦେଇ । ©jagamohan Pradhan

#odiawritings #odiakavita #ପ୍ରେମ

People who shared love close

More like this

Trending Topic