jagamohan Pradhan

jagamohan Pradhan

କିଛି ଶବ୍ଦ ହୃଦୟରୁ Dil Ka Swaaz

https://youtube.com/@dil_ki_awaaz2395

  • Latest
  • Popular
  • Video

ସଜ ଫୁଲଟିଏ ଫୁଲେଇ ହଉଛି ମହମହ ବାସ ଭରି ସୁପ୍ରଭାତ ସିଏ ସଭିଙ୍କୁ କହୁଛି ସ୍ନେହ ଶ୍ରଦ୍ଧା ପ୍ରେମ ବୋଳି। ବନ୍ଧୁ କି ବାନ୍ଧବୀ ଯାହାଙ୍କୁ ଭୋଟୁଛି ହସ ଟିକେ ଦିଏ ଭରି ହସରେ ହସରେ ଆଜି ପ୍ରଭାତରେ ମଳୟେ ଯାଏ ସେ ଖୋଳି। ©jagamohan Pradhan

#ସୁପ୍ରଭାତ #odiawritings #ଫୁଲ #Morning #Quotes  ସଜ ଫୁଲଟିଏ ଫୁଲେଇ ହଉଛି
ମହମହ ବାସ ଭରି 
ସୁପ୍ରଭାତ ସିଏ  ସଭିଙ୍କୁ କହୁଛି 
ସ୍ନେହ ଶ୍ରଦ୍ଧା ପ୍ରେମ ବୋଳି।
ବନ୍ଧୁ କି ବାନ୍ଧବୀ ଯାହାଙ୍କୁ ଭୋଟୁଛି
ହସ ଟିକେ ଦିଏ ଭରି
ହସରେ ହସରେ ଆଜି ପ୍ରଭାତରେ
ମଳୟେ ଯାଏ ସେ ଖୋଳି।

©jagamohan Pradhan

ଏ ଗୋଲାପ ଫୁଲ ଲୋ ଗୋଲାପ ଫୁଲ ପ୍ରିୟା ଖୋଜିଲାଣି ତୋତେ ସକାଳୁ ସକାଳୁ ପ୍ରୀତିର ମହକ ନେଇକି ଯିବୁ ତୋ ସାଥେ। ପ୍ରୀତିର ମହକେ ମହକେଇ ଦବୁ ପ୍ରିୟା ମନ ଜିଣି ଜାଇ ହୃଦୟର କଥା କହି ଦବୁ ଯାଇ ସକାଳ ଶୁଭେଚ୍ଛା ଦେଇ। ©jagamohan Pradhan

#ଶୁଭେଚ୍ଛା #ପ୍ରେମ #ଗୋଲାପ #Quotes #nojato  ଏ ଗୋଲାପ ଫୁଲ ଲୋ ଗୋଲାପ ଫୁଲ
ପ୍ରିୟା ଖୋଜିଲାଣି ତୋତେ
ସକାଳୁ ସକାଳୁ ପ୍ରୀତିର ମହକ
ନେଇକି ଯିବୁ ତୋ ସାଥେ।
ପ୍ରୀତିର ମହକେ ମହକେଇ ଦବୁ
ପ୍ରିୟା ମନ ଜିଣି ଜାଇ
ହୃଦୟର କଥା କହି ଦବୁ ଯାଇ
ସକାଳ ଶୁଭେଚ୍ଛା ଦେଇ।

©jagamohan Pradhan
#ପ୍ରେରଣା #ପ୍ରେମ #ଗୋଲାପ #odiawritings #jagamohan #Quotes  ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା
ଗୋଲାପ ଫୁଲ ଟେ ପାଇଁ
ସେଇ ରକ୍ତ କୁହେ ଏତେ ଯେ ଯନ୍ତ୍ରଣା 
ହସିଲୁ ତୁ କାହା ପାଇଁ ।
ପାଖୁଡ଼ା ଭିତରୁ  ପ୍ରେମ ଖୋଜୁଥିଲି
ପାଇଲି ମୁଁ ପ୍ରତାରଣା।
କଣ୍ଟାର ଆଘାତେ କନ୍ଦାଇ ସେ ଗଲା 
ମୋ ସାଥେ କରି ଛଳନା ।
ସାଜିଲା ନାହିଁ ସେ ପ୍ରେମର ପ୍ରତୀକ
ମୋ ପ୍ରେମରେ ସାକ୍ଷୀ ହୋଇ
ସ୍ବାର୍ଥପର ସାଜି ଗଲା ଯେ ଗୋଲାପ
ରକ୍ତରେ ଭିଜେଇ ଦେଇ ।

©jagamohan Pradhan

ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା ଗୋଲାପ ଫୁଲ ଟେ ପାଇଁ ସେଇ ରକ୍ତ କୁହେ ଏତେ ଯେ ଯନ୍ତ୍ରଣା ହସିଲୁ ତୁ କାହା ପାଇଁ । ପାଖୁଡ଼ା ଭିତରୁ ପ୍ରେମ ଖୋଜୁଥିଲି ପାଇଲି ମୁଁ ପ୍ରତାରଣା। କଣ୍ଟାର ଆଘାତେ କନ୍ଦାଇ ସେ ଗଲା ମୋ ସାଥେ କରି ଛଳନା । ସାଜିଲା ନାହିଁ ସେ ପ୍ରେମର ପ୍ରତୀକ ମୋ ପ୍ରେମରେ ସାକ୍ଷୀ ହୋଇ ସ୍ବାର୍ଥପର ସାଜି ଗଲା ଯେ ଗୋଲାପ ରକ୍ତରେ ଭିଜେଇ ଦେଇ । ©jagamohan Pradhan

#ପ୍ରେମ #odiawritings #odiakavita #Quotes  ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା
ଗୋଲାପ ଫୁଲ ଟେ ପାଇଁ
ସେଇ ରକ୍ତ କୁହେ ଏତେ ଯେ ଯନ୍ତ୍ରଣା 
ହସିଲୁ ତୁ କାହା ପାଇଁ ।
ପାଖୁଡ଼ା ଭିତରୁ  ପ୍ରେମ ଖୋଜୁଥିଲି
ପାଇଲି ମୁଁ ପ୍ରତାରଣା।
କଣ୍ଟାର ଆଘାତେ କନ୍ଦାଇ ସେ ଗଲା 
ମୋ ସାଥେ କରି ଛଳନା ।
ସାଜିଲା ନାହିଁ ସେ ପ୍ରେମର ପ୍ରତୀକ
ମୋ ପ୍ରେମରେ ସାକ୍ଷୀ ହୋଇ
ସ୍ବାର୍ଥପର ସାଜି ଗଲା ଯେ ଗୋଲାପ
ରକ୍ତରେ ଭିଜେଇ ଦେଇ ।

©jagamohan Pradhan

ହାତେ ଲଙ୍ଗଳ ବିହନ ଗଉଣି କ୍ଷେତ ମୁଣ୍ଡରେ ପୂଜି ଚାଷ କରି ସେ ବିହନ ଯେ ବୁଣି ଶୁଭ ଆରମ୍ଭ କରେ ଆଜି। ସୁନାର ଫସଲ ପଳାଇବା ପାଇଁ କ୍ଷେତ ମାଗଇ ପାଣି ଚଷା ଭାଇ ସବୁ ପୁରଣ କରଇ କ୍ଷେତ ମନ ସେ ଜାଣି। ଦିନେ ଫଳିବ ସୁନାର ଫସଲ ହସି ଉଠିବ କ୍ଷେତ ଚଷା ଭାଇ ପାଇଁ ସବୁଠାରୁ ବଡ଼ ଅକ୍ଷୟ ତୃତୀୟା ଯାତ। ©jagamohan Pradhan

#ଅକ୍ଷୟତୃତୀୟା #odiawritings #ଓଡିଆ  ହାତେ ଲଙ୍ଗଳ ବିହନ ଗଉଣି
କ୍ଷେତ ମୁଣ୍ଡରେ ପୂଜି
ଚାଷ କରି ସେ ବିହନ ଯେ ବୁଣି
ଶୁଭ ଆରମ୍ଭ କରେ ଆଜି।
ସୁନାର ଫସଲ ପଳାଇବା ପାଇଁ
କ୍ଷେତ ମାଗଇ ପାଣି 
ଚଷା ଭାଇ ସବୁ ପୁରଣ କରଇ
କ୍ଷେତ ମନ ସେ ଜାଣି।
ଦିନେ ଫଳିବ ସୁନାର ଫସଲ
ହସି ଉଠିବ କ୍ଷେତ
ଚଷା ଭାଇ ପାଇଁ ସବୁଠାରୁ ବଡ଼
ଅକ୍ଷୟ ତୃତୀୟା ଯାତ।

©jagamohan Pradhan

एक मासूम सा चेहरा देखे हैं हम बस देखते ही रह जाएंगे कभी मुलाकात होगा ना कोई बात होगा बस उस चेहरे के साथ छोटी सी ख्वाब होगा अतीत के पन्ने में दिल के दीवारें में उस मासूम चेहरा का तस्वीर होगा। ©jagamohan Pradhan

#hindinojoto #jogamohan #Remember #Hindi  एक मासूम सा चेहरा देखे हैं हम
बस देखते ही रह जाएंगे
कभी मुलाकात होगा ना कोई बात होगा
बस उस चेहरे के साथ छोटी सी ख्वाब होगा
 अतीत के पन्ने में दिल के दीवारें में 
उस मासूम चेहरा का तस्वीर होगा।

©jagamohan Pradhan
Trending Topic