ସଜ ଫୁଲଟିଏ ଫୁଲେଇ ହଉଛି ମହମହ ବାସ ଭରି ସୁପ୍ରଭାତ ସିଏ ସ | ଓଡ଼ିଆ Quotes

"ସଜ ଫୁଲଟିଏ ଫୁଲେଇ ହଉଛି ମହମହ ବାସ ଭରି ସୁପ୍ରଭାତ ସିଏ ସଭିଙ୍କୁ କହୁଛି ସ୍ନେହ ଶ୍ରଦ୍ଧା ପ୍ରେମ ବୋଳି। ବନ୍ଧୁ କି ବାନ୍ଧବୀ ଯାହାଙ୍କୁ ଭୋଟୁଛି ହସ ଟିକେ ଦିଏ ଭରି ହସରେ ହସରେ ଆଜି ପ୍ରଭାତରେ ମଳୟେ ଯାଏ ସେ ଖୋଳି। ©jagamohan Pradhan"

 ସଜ ଫୁଲଟିଏ ଫୁଲେଇ ହଉଛି
ମହମହ ବାସ ଭରି 
ସୁପ୍ରଭାତ ସିଏ  ସଭିଙ୍କୁ କହୁଛି 
ସ୍ନେହ ଶ୍ରଦ୍ଧା ପ୍ରେମ ବୋଳି।
ବନ୍ଧୁ କି ବାନ୍ଧବୀ ଯାହାଙ୍କୁ ଭୋଟୁଛି
ହସ ଟିକେ ଦିଏ ଭରି
ହସରେ ହସରେ ଆଜି ପ୍ରଭାତରେ
ମଳୟେ ଯାଏ ସେ ଖୋଳି।

©jagamohan Pradhan

ସଜ ଫୁଲଟିଏ ଫୁଲେଇ ହଉଛି ମହମହ ବାସ ଭରି ସୁପ୍ରଭାତ ସିଏ ସଭିଙ୍କୁ କହୁଛି ସ୍ନେହ ଶ୍ରଦ୍ଧା ପ୍ରେମ ବୋଳି। ବନ୍ଧୁ କି ବାନ୍ଧବୀ ଯାହାଙ୍କୁ ଭୋଟୁଛି ହସ ଟିକେ ଦିଏ ଭରି ହସରେ ହସରେ ଆଜି ପ୍ରଭାତରେ ମଳୟେ ଯାଏ ସେ ଖୋଳି। ©jagamohan Pradhan

#Morning #ସୁପ୍ରଭାତ #ଫୁଲ #odiawritings

People who shared love close

More like this

Trending Topic