ସଜ ଫୁଲଟିଏ ଫୁଲେଇ ହଉଛି
ମହମହ ବାସ ଭରି 
ସୁପ୍ରଭାତ ସିଏ  ସ
  • Latest
  • Popular
  • Video

ସଜ ଫୁଲଟିଏ ଫୁଲେଇ ହଉଛି ମହମହ ବାସ ଭରି ସୁପ୍ରଭାତ ସିଏ ସଭିଙ୍କୁ କହୁଛି ସ୍ନେହ ଶ୍ରଦ୍ଧା ପ୍ରେମ ବୋଳି। ବନ୍ଧୁ କି ବାନ୍ଧବୀ ଯାହାଙ୍କୁ ଭୋଟୁଛି ହସ ଟିକେ ଦିଏ ଭରି ହସରେ ହସରେ ଆଜି ପ୍ରଭାତରେ ମଳୟେ ଯାଏ ସେ ଖୋଳି। ©jagamohan Pradhan

#ସୁପ୍ରଭାତ #odiawritings #ଫୁଲ #Morning #Quotes  ସଜ ଫୁଲଟିଏ ଫୁଲେଇ ହଉଛି
ମହମହ ବାସ ଭରି 
ସୁପ୍ରଭାତ ସିଏ  ସଭିଙ୍କୁ କହୁଛି 
ସ୍ନେହ ଶ୍ରଦ୍ଧା ପ୍ରେମ ବୋଳି।
ବନ୍ଧୁ କି ବାନ୍ଧବୀ ଯାହାଙ୍କୁ ଭୋଟୁଛି
ହସ ଟିକେ ଦିଏ ଭରି
ହସରେ ହସରେ ଆଜି ପ୍ରଭାତରେ
ମଳୟେ ଯାଏ ସେ ଖୋଳି।

©jagamohan Pradhan
Trending Topic