ହାତେ ଲଙ୍ଗଳ ବିହନ ଗଉଣି
କ୍ଷେତ ମୁଣ୍ଡରେ ପୂଜି
ଚାଷ କରି ସେ
  • Latest
  • Popular
  • Video

ହାତେ ଲଙ୍ଗଳ ବିହନ ଗଉଣି କ୍ଷେତ ମୁଣ୍ଡରେ ପୂଜି ଚାଷ କରି ସେ ବିହନ ଯେ ବୁଣି ଶୁଭ ଆରମ୍ଭ କରେ ଆଜି। ସୁନାର ଫସଲ ପଳାଇବା ପାଇଁ କ୍ଷେତ ମାଗଇ ପାଣି ଚଷା ଭାଇ ସବୁ ପୁରଣ କରଇ କ୍ଷେତ ମନ ସେ ଜାଣି। ଦିନେ ଫଳିବ ସୁନାର ଫସଲ ହସି ଉଠିବ କ୍ଷେତ ଚଷା ଭାଇ ପାଇଁ ସବୁଠାରୁ ବଡ଼ ଅକ୍ଷୟ ତୃତୀୟା ଯାତ। ©jagamohan Pradhan

#ଅକ୍ଷୟତୃତୀୟା #odiawritings #ଓଡିଆ  ହାତେ ଲଙ୍ଗଳ ବିହନ ଗଉଣି
କ୍ଷେତ ମୁଣ୍ଡରେ ପୂଜି
ଚାଷ କରି ସେ ବିହନ ଯେ ବୁଣି
ଶୁଭ ଆରମ୍ଭ କରେ ଆଜି।
ସୁନାର ଫସଲ ପଳାଇବା ପାଇଁ
କ୍ଷେତ ମାଗଇ ପାଣି 
ଚଷା ଭାଇ ସବୁ ପୁରଣ କରଇ
କ୍ଷେତ ମନ ସେ ଜାଣି।
ଦିନେ ଫଳିବ ସୁନାର ଫସଲ
ହସି ଉଠିବ କ୍ଷେତ
ଚଷା ଭାଇ ପାଇଁ ସବୁଠାରୁ ବଡ଼
ଅକ୍ଷୟ ତୃତୀୟା ଯାତ।

©jagamohan Pradhan
Trending Topic