White ଅଝଟ କଲେ କିଏ ବୁଝେଇ ଦେବ ନ ଖାଇ ଥିଲେ ଆଉ କିଏ ଖୁଆ | ଓଡ଼ିଆ ଶାୟାରି ଏବଂ ଗ

"White ଅଝଟ କଲେ କିଏ ବୁଝେଇ ଦେବ ନ ଖାଇ ଥିଲେ ଆଉ କିଏ ଖୁଆଇ ଦେବ ନିଦ ନ ଆସିଲେ ଆଉ କିଏ ଗପ କହିବ ଅବୁଝା ମୁଁ ହେଲେ କିଏ ଆଉ ବୁଝେଇ ଦେବ... କାନ୍ଦୁ ଥିଲେ ମୁଁ କିଏ ହସେଇ ଦେବ ମିଠା କଥା କହି ଗେଲ୍ହା କରିବ ଝୁଣ୍ଟି ପଡ଼ିଥିଲେ କିଏ ଉଠେଇ ଦେବ ବାହାର କୁ ଯାଇଥିଲେ ଖାଇଛୁ କି ନାହିଁ ଆଉ କିଏ ପଚାରି ବୁଝବ.. ©ABISMITA Mishra"

 White ଅଝଟ କଲେ କିଏ ବୁଝେଇ ଦେବ 
ନ ଖାଇ ଥିଲେ ଆଉ କିଏ ଖୁଆଇ ଦେବ 
ନିଦ ନ ଆସିଲେ ଆଉ କିଏ ଗପ କହିବ 
ଅବୁଝା ମୁଁ ହେଲେ କିଏ ଆଉ ବୁଝେଇ ଦେବ...

କାନ୍ଦୁ ଥିଲେ ମୁଁ କିଏ ହସେଇ ଦେବ 
ମିଠା କଥା କହି ଗେଲ୍ହା କରିବ
ଝୁଣ୍ଟି ପଡ଼ିଥିଲେ କିଏ ଉଠେଇ ଦେବ 
ବାହାର କୁ ଯାଇଥିଲେ ଖାଇଛୁ କି ନାହିଁ ଆଉ କିଏ ପଚାରି ବୁଝବ..

©ABISMITA Mishra

White ଅଝଟ କଲେ କିଏ ବୁଝେଇ ଦେବ ନ ଖାଇ ଥିଲେ ଆଉ କିଏ ଖୁଆଇ ଦେବ ନିଦ ନ ଆସିଲେ ଆଉ କିଏ ଗପ କହିବ ଅବୁଝା ମୁଁ ହେଲେ କିଏ ଆଉ ବୁଝେଇ ଦେବ... କାନ୍ଦୁ ଥିଲେ ମୁଁ କିଏ ହସେଇ ଦେବ ମିଠା କଥା କହି ଗେଲ୍ହା କରିବ ଝୁଣ୍ଟି ପଡ଼ିଥିଲେ କିଏ ଉଠେଇ ଦେବ ବାହାର କୁ ଯାଇଥିଲେ ଖାଇଛୁ କି ନାହିଁ ଆଉ କିଏ ପଚାରି ବୁଝବ.. ©ABISMITA Mishra

#Sad_Status

People who shared love close

More like this

Trending Topic