English
White Log kehte hai tumhara maa margayi tum kyu soch te ho... Me kaise na sochu kya apni maa ko kabhi kisi ne bhul payega...😭😭 ©ABISMITA Mishra
ABISMITA Mishra
13 Love
White Aaj mera mummy ka birthday hai lein wo ab iss dunia me nehi raha ©ABISMITA Mishra
ରାଗ ଗର୍ବ ଅହଂକାର ଛାଡି ଯେତିକି ଦିନ ବଂଚୁଛ ଖୁସି ରେ ବଞ୍ଚ.. କାହିଁକି ନା ମୃତ୍ୟୁ କେତେବେଳେ ବି ଆସି ପାରେ.... ©ABISMITA Mishra
11 Love
White ଯଦି କେବେ ଭଗବାନ ଆସି ମତେ ପଚାରନ୍ତି ତୋର କଣ ଦରକାର ମୁଁ କହନ୍ତି ମୋ ମାଆ ଦରକାର.. ତା ସହ କେଇପଦ କଥା ଦରକାର ତା ସ୍ନେହ ବୋଳା ମୁଣ୍ଡ ଆଉଁସା ଦରକାର.. ଟିକେ ଶୋଇବା ପାଇଁ ତାର କୋଳ ଦରକାର... ମୁହଁ ପୋଛିବା ପାଇଁ ତାର କାନି(ପଣତ) ଦରକାର.. 💔💔miss u bou💔💔 ©ABISMITA Mishra
9 Love
White ଆଜି ଆଖି ରେ ନିଦ ତ ବହୁତ ଅଛି ହେଲେ ଶୋଇବା ପାଇଁ ମୋ ବୋଉ ର କୋଳ ଟିକିଏ ନାହିଁ.... ଆଜି ଖାଇବା ତ ମନ ପସନ୍ଦ ର ବହୁତ ସାରା ଅଛି ହେଲେ ସେଥି ରେ ମୋ ମାଆ ହାତ ରନ୍ଧା ର ବାସ୍ନା ନାହିଁ... ଆଜି ଘର ଭିତରେ ଲୋକ ତ ବହୁତ ସାରା ଅଛନ୍ତି ହେଲେ ମୋ ବୋଉ ର ସ୍ନେହ ବୋଳା କଥା ପଦେ ଶୁଭା ହୁଏ ନାହିଁ.. ଆଜି ଅନ୍ଧାର ରେ ଡର ଭୟ ତ ପୁରି ରହିଛି ହେଲେ ମୁହଁ ଲୁଚେଇ ବା ପାଇଁ ମୋ ବୋଉ ର ପଣତ ନାହିଁ... ©ABISMITA Mishra
7 Love
White ଅଝଟ କଲେ କିଏ ବୁଝେଇ ଦେବ ନ ଖାଇ ଥିଲେ ଆଉ କିଏ ଖୁଆଇ ଦେବ ନିଦ ନ ଆସିଲେ ଆଉ କିଏ ଗପ କହିବ ଅବୁଝା ମୁଁ ହେଲେ କିଏ ଆଉ ବୁଝେଇ ଦେବ... କାନ୍ଦୁ ଥିଲେ ମୁଁ କିଏ ହସେଇ ଦେବ ମିଠା କଥା କହି ଗେଲ୍ହା କରିବ ଝୁଣ୍ଟି ପଡ଼ିଥିଲେ କିଏ ଉଠେଇ ଦେବ ବାହାର କୁ ଯାଇଥିଲେ ଖାଇଛୁ କି ନାହିଁ ଆଉ କିଏ ପଚାରି ବୁଝବ.. ©ABISMITA Mishra
You are not a Member of Nojoto with email
or already have account Login Here
Will restore all stories present before deactivation. It may take sometime to restore your stories.
Continue with Social Accounts
Download App
Stories | Poetry | Experiences | Opinion
कहानियाँ | कविताएँ | अनुभव | राय
Continue with
Download the Nojoto Appto write & record your stories!
Continue with Social Accounts
Facebook Googleor already have account Login Here