White ଆଜି ଆଖି ରେ ନିଦ ତ ବହୁତ ଅଛି ହେଲେ ଶୋଇବା ପାଇଁ ମ | ଓଡ଼ିଆ କବିତା

"White ଆଜି ଆଖି ରେ ନିଦ ତ ବହୁତ ଅଛି ହେଲେ ଶୋଇବା ପାଇଁ ମୋ ବୋଉ ର କୋଳ ଟିକିଏ ନାହିଁ.... ଆଜି ଖାଇବା ତ ମନ ପସନ୍ଦ ର ବହୁତ ସାରା ଅଛି ହେଲେ ସେଥି ରେ ମୋ ମାଆ ହାତ ରନ୍ଧା ର ବାସ୍ନା ନାହିଁ... ଆଜି ଘର ଭିତରେ ଲୋକ ତ ବହୁତ ସାରା ଅଛନ୍ତି ହେଲେ ମୋ ବୋଉ ର ସ୍ନେହ ବୋଳା କଥା ପଦେ ଶୁଭା ହୁଏ ନାହିଁ.. ଆଜି ଅନ୍ଧାର ରେ ଡର ଭୟ ତ ପୁରି ରହିଛି ହେଲେ ମୁହଁ ଲୁଚେଇ ବା ପାଇଁ ମୋ ବୋଉ ର ପଣତ ନାହିଁ... ©ABISMITA Mishra"

 White ଆଜି ଆଖି ରେ ନିଦ ତ ବହୁତ ଅଛି 
ହେଲେ ଶୋଇବା ପାଇଁ ମୋ ବୋଉ ର କୋଳ ଟିକିଏ ନାହିଁ....

ଆଜି ଖାଇବା ତ ମନ ପସନ୍ଦ ର ବହୁତ ସାରା ଅଛି ହେଲେ ସେଥି ରେ ମୋ ମାଆ ହାତ ରନ୍ଧା ର ବାସ୍ନା ନାହିଁ...

ଆଜି ଘର ଭିତରେ ଲୋକ ତ ବହୁତ ସାରା ଅଛନ୍ତି ହେଲେ ମୋ ବୋଉ ର 
ସ୍ନେହ ବୋଳା କଥା ପଦେ ଶୁଭା ହୁଏ ନାହିଁ..

ଆଜି ଅନ୍ଧାର ରେ ଡର ଭୟ ତ ପୁରି ରହିଛି ହେଲେ ମୁହଁ ଲୁଚେଇ ବା ପାଇଁ ମୋ ବୋଉ ର ପଣତ ନାହିଁ...

©ABISMITA Mishra

White ଆଜି ଆଖି ରେ ନିଦ ତ ବହୁତ ଅଛି ହେଲେ ଶୋଇବା ପାଇଁ ମୋ ବୋଉ ର କୋଳ ଟିକିଏ ନାହିଁ.... ଆଜି ଖାଇବା ତ ମନ ପସନ୍ଦ ର ବହୁତ ସାରା ଅଛି ହେଲେ ସେଥି ରେ ମୋ ମାଆ ହାତ ରନ୍ଧା ର ବାସ୍ନା ନାହିଁ... ଆଜି ଘର ଭିତରେ ଲୋକ ତ ବହୁତ ସାରା ଅଛନ୍ତି ହେଲେ ମୋ ବୋଉ ର ସ୍ନେହ ବୋଳା କଥା ପଦେ ଶୁଭା ହୁଏ ନାହିଁ.. ଆଜି ଅନ୍ଧାର ରେ ଡର ଭୟ ତ ପୁରି ରହିଛି ହେଲେ ମୁହଁ ଲୁଚେଇ ବା ପାଇଁ ମୋ ବୋଉ ର ପଣତ ନାହିଁ... ©ABISMITA Mishra

#sad_quotes

People who shared love close

More like this

Trending Topic