White ଯଦି କେବେ ଭଗବାନ ଆସି ମତେ ପଚାରନ୍ତି ତୋର କଣ ଦରକାର | ଓଡ଼ିଆ ଶାୟାରି ଏବଂ

"White ଯଦି କେବେ ଭଗବାନ ଆସି ମତେ ପଚାରନ୍ତି ତୋର କଣ ଦରକାର ମୁଁ କହନ୍ତି ମୋ ମାଆ ଦରକାର.. ତା ସହ କେଇପଦ କଥା ଦରକାର ତା ସ୍ନେହ ବୋଳା ମୁଣ୍ଡ ଆଉଁସା ଦରକାର.. ଟିକେ ଶୋଇବା ପାଇଁ ତାର କୋଳ ଦରକାର... ମୁହଁ ପୋଛିବା ପାଇଁ ତାର କାନି(ପଣତ) ଦରକାର.. 💔💔miss u bou💔💔 ©ABISMITA Mishra"

 White ଯଦି କେବେ ଭଗବାନ ଆସି ମତେ ପଚାରନ୍ତି ତୋର କଣ ଦରକାର 
ମୁଁ କହନ୍ତି ମୋ ମାଆ ଦରକାର..
ତା ସହ କେଇପଦ କଥା ଦରକାର 
ତା ସ୍ନେହ ବୋଳା ମୁଣ୍ଡ ଆଉଁସା ଦରକାର..
ଟିକେ ଶୋଇବା ପାଇଁ ତାର କୋଳ ଦରକାର...
ମୁହଁ ପୋଛିବା ପାଇଁ ତାର କାନି(ପଣତ) ଦରକାର..
💔💔miss u bou💔💔

©ABISMITA Mishra

White ଯଦି କେବେ ଭଗବାନ ଆସି ମତେ ପଚାରନ୍ତି ତୋର କଣ ଦରକାର ମୁଁ କହନ୍ତି ମୋ ମାଆ ଦରକାର.. ତା ସହ କେଇପଦ କଥା ଦରକାର ତା ସ୍ନେହ ବୋଳା ମୁଣ୍ଡ ଆଉଁସା ଦରକାର.. ଟିକେ ଶୋଇବା ପାଇଁ ତାର କୋଳ ଦରକାର... ମୁହଁ ପୋଛିବା ପାଇଁ ତାର କାନି(ପଣତ) ଦରକାର.. 💔💔miss u bou💔💔 ©ABISMITA Mishra

#love_shayari

People who shared love close

More like this

Trending Topic