ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା ଗୋଲାପ ଫୁଲ ଟେ ପାଇଁ ସେଇ | ଓଡ଼ିଆ Quotes Video

"ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା ଗୋଲାପ ଫୁଲ ଟେ ପାଇଁ ସେଇ ରକ୍ତ କୁହେ ଏତେ ଯେ ଯନ୍ତ୍ରଣା ହସିଲୁ ତୁ କାହା ପାଇଁ । ପାଖୁଡ଼ା ଭିତରୁ ପ୍ରେମ ଖୋଜୁଥିଲି ପାଇଲି ମୁଁ ପ୍ରତାରଣା। କଣ୍ଟାର ଆଘାତେ କନ୍ଦାଇ ସେ ଗଲା ମୋ ସାଥେ କରି ଛଳନା । ସାଜିଲା ନାହିଁ ସେ ପ୍ରେମର ପ୍ରତୀକ ମୋ ପ୍ରେମରେ ସାକ୍ଷୀ ହୋଇ ସ୍ବାର୍ଥପର ସାଜି ଗଲା ଯେ ଗୋଲାପ ରକ୍ତରେ ଭିଜେଇ ଦେଇ । ©jagamohan Pradhan "

ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା ଗୋଲାପ ଫୁଲ ଟେ ପାଇଁ ସେଇ ରକ୍ତ କୁହେ ଏତେ ଯେ ଯନ୍ତ୍ରଣା ହସିଲୁ ତୁ କାହା ପାଇଁ । ପାଖୁଡ଼ା ଭିତରୁ ପ୍ରେମ ଖୋଜୁଥିଲି ପାଇଲି ମୁଁ ପ୍ରତାରଣା। କଣ୍ଟାର ଆଘାତେ କନ୍ଦାଇ ସେ ଗଲା ମୋ ସାଥେ କରି ଛଳନା । ସାଜିଲା ନାହିଁ ସେ ପ୍ରେମର ପ୍ରତୀକ ମୋ ପ୍ରେମରେ ସାକ୍ଷୀ ହୋଇ ସ୍ବାର୍ଥପର ସାଜି ଗଲା ଯେ ଗୋଲାପ ରକ୍ତରେ ଭିଜେଇ ଦେଇ । ©jagamohan Pradhan

#ଗୋଲାପ #ପ୍ରେମ #ପ୍ରେରଣା #jagamohan #odiawritings

People who shared love close

More like this

Trending Topic