ଥରେ ନୁହେଁ ଦୁଇ ଥର ନୁହେଁ ପ୍ରତିଟି ଥର ସଂଘ କାର୍ଯ୍ୟ ପାଇଁ | ଓଡ଼ିଆ कविता

"ଥରେ ନୁହେଁ ଦୁଇ ଥର ନୁହେଁ ପ୍ରତିଟି ଥର ସଂଘ କାର୍ଯ୍ୟ ପାଇଁ ପରିବାର କୁ ସମୟ ଦେଇ ହୁଏ ନାହିଁ, ତଥାପି ଟିକିଏ ରାଗ ମେଞ୍ଚାଏ ଅଭିମାନ ପରେ ପୁଣି ଆସନ୍ତାକାଲି କୈାଣସି କାର୍ଯ୍ୟ ପାଇଁ ବାହାରକୁ ବାହାରିଲେ ପ୍ୟାଣ୍ଟ୍ ସାର୍ଟ ଆଇରନ୍ କରି ଥୋଇବା , ପୁଣି ଆସିବା ବିଳମ୍ବ ହେଲେ ଗେରେ ଗେରେ ହୋଇ ଖାଇଛ କି ନାହିଁ ପଚାରିବା ,ଘର ପରିବାର ପୁଅ କୁ ସମ୍ଭାଳିବା , ସତରେ ତୁମେ ନଥିଲେ କିଛି ବି ସମ୍ଭବ ହୋଇ ନଥାନ୍ତା। ତୁମେ ନଥିଲେ ମୁଁ , ମୁଁ ହୋଇ ରହି ନଥାନ୍ତି, ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଢେର ସାରା ଭଲପାଇବା। Happy Birthday pinky ©Satya Parida"

 ଥରେ ନୁହେଁ ଦୁଇ ଥର ନୁହେଁ ପ୍ରତିଟି ଥର ସଂଘ କାର୍ଯ୍ୟ ପାଇଁ ପରିବାର କୁ ସମୟ ଦେଇ ହୁଏ ନାହିଁ, ତଥାପି ଟିକିଏ ରାଗ ମେଞ୍ଚାଏ ଅଭିମାନ ପରେ ପୁଣି ଆସନ୍ତାକାଲି କୈାଣସି କାର୍ଯ୍ୟ ପାଇଁ ବାହାରକୁ ବାହାରିଲେ ପ୍ୟାଣ୍ଟ୍ ସାର୍ଟ ଆଇରନ୍ କରି ଥୋଇବା , ପୁଣି ଆସିବା ବିଳମ୍ବ ହେଲେ ଗେରେ ଗେରେ ହୋଇ ଖାଇଛ କି ନାହିଁ ପଚାରିବା ,ଘର ପରିବାର ପୁଅ କୁ ସମ୍ଭାଳିବା , ସତରେ ତୁମେ ନଥିଲେ କିଛି ବି ସମ୍ଭବ ହୋଇ ନଥାନ୍ତା। ତୁମେ ନଥିଲେ ମୁଁ , ମୁଁ ହୋଇ ରହି ନଥାନ୍ତି, ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଢେର ସାରା ଭଲପାଇବା। Happy Birthday pinky

©Satya Parida

ଥରେ ନୁହେଁ ଦୁଇ ଥର ନୁହେଁ ପ୍ରତିଟି ଥର ସଂଘ କାର୍ଯ୍ୟ ପାଇଁ ପରିବାର କୁ ସମୟ ଦେଇ ହୁଏ ନାହିଁ, ତଥାପି ଟିକିଏ ରାଗ ମେଞ୍ଚାଏ ଅଭିମାନ ପରେ ପୁଣି ଆସନ୍ତାକାଲି କୈାଣସି କାର୍ଯ୍ୟ ପାଇଁ ବାହାରକୁ ବାହାରିଲେ ପ୍ୟାଣ୍ଟ୍ ସାର୍ଟ ଆଇରନ୍ କରି ଥୋଇବା , ପୁଣି ଆସିବା ବିଳମ୍ବ ହେଲେ ଗେରେ ଗେରେ ହୋଇ ଖାଇଛ କି ନାହିଁ ପଚାରିବା ,ଘର ପରିବାର ପୁଅ କୁ ସମ୍ଭାଳିବା , ସତରେ ତୁମେ ନଥିଲେ କିଛି ବି ସମ୍ଭବ ହୋଇ ନଥାନ୍ତା। ତୁମେ ନଥିଲେ ମୁଁ , ମୁଁ ହୋଇ ରହି ନଥାନ୍ତି, ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଢେର ସାରା ଭଲପାଇବା। Happy Birthday pinky ©Satya Parida

#ValentinesDay

People who shared love close

More like this

Trending Topic