ଆମେ ସମଲପୁରୀଆ ମହାନଦୀ କୂଲେ ବସିଛେ ମୋର୍ ମାଁ ମାରୁଛେଁ ତ | ଓଡ଼ିଆ କବିତା Video

"ଆମେ ସମଲପୁରୀଆ ମହାନଦୀ କୂଲେ ବସିଛେ ମୋର୍ ମାଁ ମାରୁଛେଁ ତାକେ ମୁଡିଆ ଆମେ ସମଲପୁରୀଆ ଆମେ ସମଲପୁରୀଆ ଇ ମାଟି ଆରୁ ପାଏନ୍ ପବନଥୁ ନାଇଁନ କିଛି ବଢିଆ ଆମେ ସମଲପୁରୀଆ ଆମ ସମଲପୁରୀଆ ବୀର ସୁରେନ୍ଦ୍ର ସାଏର୍ ତହଁକଥି ଦିନେ ଉଲଗୁଲାନ ଇଂରେଜକେ ଅଟକେଇଥିଲା ଜେନେ ଭୁଲି ଯାଉଛୁକେଁ ତୋର ନାଇଁ ପଡବାର୍ ମନେ କାହାକେ ଭାବୁଛ ତୁମେ ଦୁର୍ବଲିଆ ଆମେ ସମଲପୁରୀଆ ଆମେ ସମଲପୁରୀଆ ରଙ୍ଗବତୀର୍ ତାଲେ ଝୁମଲା ସଂସାର୍ ଆମର୍ ଢୋଲ ମହୁରୀ ତାସା ବଢିଆ ଆମେ ସମଲପୁରୀଆ ଆମେ ସମଲପୁରୀଆ ଜମିଥି ଫଲୁଛେ ସୁନାର ଫସଲ ନୂଆଁଖାଇ ତିହାରଥି ଆମେ ମାରସୁଁ ସମକୁ ମୁଡିଆ ଆମେ ସମଲପୁରୀଆ ଆମେ ସମଲପୁରୀଆ ମାଁ ମାଟି ଆରୁ ଭାଷାକେ ଭୁଲିନାଇଁ ଯିବୁ ଯେନେଭି ଥିବୁ ମହ ମହ ବାସବୁ ବୀର୍ ମାଟିର୍ ସନ୍ତାନ ଆଉରେ ଭାଇ ସମଖର୍ ଦୁଖେ କାନ୍ଦବୁ , ସୁଖେ ହସବୁ ହସାବୁ ସମକର୍ ମୁହେଁ ଦେବୁ ଅଢିଆ ଆମେ ସମଲପୁରୀଆ ଆମେ ସମଲପୁରୀଆ । ©Tafizul Sambalpuri "

ଆମେ ସମଲପୁରୀଆ ମହାନଦୀ କୂଲେ ବସିଛେ ମୋର୍ ମାଁ ମାରୁଛେଁ ତାକେ ମୁଡିଆ ଆମେ ସମଲପୁରୀଆ ଆମେ ସମଲପୁରୀଆ ଇ ମାଟି ଆରୁ ପାଏନ୍ ପବନଥୁ ନାଇଁନ କିଛି ବଢିଆ ଆମେ ସମଲପୁରୀଆ ଆମ ସମଲପୁରୀଆ ବୀର ସୁରେନ୍ଦ୍ର ସାଏର୍ ତହଁକଥି ଦିନେ ଉଲଗୁଲାନ ଇଂରେଜକେ ଅଟକେଇଥିଲା ଜେନେ ଭୁଲି ଯାଉଛୁକେଁ ତୋର ନାଇଁ ପଡବାର୍ ମନେ କାହାକେ ଭାବୁଛ ତୁମେ ଦୁର୍ବଲିଆ ଆମେ ସମଲପୁରୀଆ ଆମେ ସମଲପୁରୀଆ ରଙ୍ଗବତୀର୍ ତାଲେ ଝୁମଲା ସଂସାର୍ ଆମର୍ ଢୋଲ ମହୁରୀ ତାସା ବଢିଆ ଆମେ ସମଲପୁରୀଆ ଆମେ ସମଲପୁରୀଆ ଜମିଥି ଫଲୁଛେ ସୁନାର ଫସଲ ନୂଆଁଖାଇ ତିହାରଥି ଆମେ ମାରସୁଁ ସମକୁ ମୁଡିଆ ଆମେ ସମଲପୁରୀଆ ଆମେ ସମଲପୁରୀଆ ମାଁ ମାଟି ଆରୁ ଭାଷାକେ ଭୁଲିନାଇଁ ଯିବୁ ଯେନେଭି ଥିବୁ ମହ ମହ ବାସବୁ ବୀର୍ ମାଟିର୍ ସନ୍ତାନ ଆଉରେ ଭାଇ ସମଖର୍ ଦୁଖେ କାନ୍ଦବୁ , ସୁଖେ ହସବୁ ହସାବୁ ସମକର୍ ମୁହେଁ ଦେବୁ ଅଢିଆ ଆମେ ସମଲପୁରୀଆ ଆମେ ସମଲପୁରୀଆ । ©Tafizul Sambalpuri

#ସମଲପୁରୀଆ

People who shared love close

More like this

Trending Topic