ଶ୍ରେଷ୍ଠ ବୋଲି କିଛି ନଥାଏ ଚେନାଏ ହସ ବୁନ୍ଦାଏ ଲୁହ ମୁଠାଏ | ଓଡ଼ିଆ କବିତା Video

"ଶ୍ରେଷ୍ଠ ବୋଲି କିଛି ନଥାଏ ଚେନାଏ ହସ ବୁନ୍ଦାଏ ଲୁହ ମୁଠାଏ ସ୍ବପ୍ନ ଅଳ୍ପ ର ଗଳ୍ପକୁ ନେଇ ଜୀବନ କାହାଣୀ ବେଳେ ବେଳେ ଇତିହାସ ରହିଥାଏ ।। ©Tafizul Sambalpuri "

ଶ୍ରେଷ୍ଠ ବୋଲି କିଛି ନଥାଏ ଚେନାଏ ହସ ବୁନ୍ଦାଏ ଲୁହ ମୁଠାଏ ସ୍ବପ୍ନ ଅଳ୍ପ ର ଗଳ୍ପକୁ ନେଇ ଜୀବନ କାହାଣୀ ବେଳେ ବେଳେ ଇତିହାସ ରହିଥାଏ ।। ©Tafizul Sambalpuri

#Time

People who shared love close

More like this

Trending Topic