ଲଢେଇ ଅବିରତ ! କେବେ ଖରା ରେ , କେବେ ତରା ରେ କେବେ ହାଡ | ଓଡ଼ିଆ ମତ ଏବଂ ଚିନ୍ତାଧ

"ଲଢେଇ ଅବିରତ ! କେବେ ଖରା ରେ , କେବେ ତରା ରେ କେବେ ହାଡ଼ ଭଙ୍ଗା ଶୀତରେ , ତ କେବେ ବନ୍ୟା ବାତ୍ୟା ର ଛାତି ରେ ଆମେ ନିଇତି ଲଢେଇ କରୁ ପ୍ରକୃତି ସାଥୀ ରେ (ହଁ) ।। (୨) ଅସରନ୍ତି ଆଶା କୁ , ସ୍ଵପ୍ନ ଅସୁମାର ଗଢିବି ଦିନେ ମୋ ସ୍ଵପ୍ନ ର ନଅର ହେଲେ ଧିକ୍ ଏ ପାହାନ୍ତିଆ ସ୍ଵପ୍ନ ମୋର , ମୋ ଅଧିକାର ପରା ପାଣି ର ଗାର (ହଁ) ।।(୨) ସଂଗ୍ରାମ ସଂଗ୍ରାମ ଡାକରା ପାଉ ଲୁହ ଲହୁ ମୋର ଏକାକାର ହେଉ , ନେତା ପାଇଯିବେ ପୁରସ୍କାର ତହୁଁ ଭୋଟ ବ୍ୟାଙ୍କ୍ ଛଡ଼ା କିଛି ନୁହେଁ ମୁଁ (ହଁ) ।। (୨) ଆସ ଆଜି ଆମେ କରିବା ଶପଥ ସ୍ଵାର୍ଥ ସ୍ଵାର୍ଥୀ ଙ୍କୁ କରିବା ହତ ରାସ୍ତା ଥାଉ ପଛେ କଠିନ ଶତତ ଲଢେଇ ଆମର ହେବ ଅବିରତ (ହଁ) ।। (୨) ©Satya Parida"

 ଲଢେଇ ଅବିରତ ! 

କେବେ ଖରା ରେ , କେବେ ତରା ରେ 
କେବେ ହାଡ଼ ଭଙ୍ଗା ଶୀତରେ , 
ତ କେବେ ବନ୍ୟା ବାତ୍ୟା ର ଛାତି ରେ 
ଆମେ ନିଇତି ଲଢେଇ କରୁ ପ୍ରକୃତି ସାଥୀ ରେ (ହଁ) ।। (୨)
ଅସରନ୍ତି ଆଶା କୁ , ସ୍ଵପ୍ନ ଅସୁମାର 
ଗଢିବି ଦିନେ ମୋ ସ୍ଵପ୍ନ ର ନଅର 
ହେଲେ ଧିକ୍ ଏ ପାହାନ୍ତିଆ ସ୍ଵପ୍ନ ମୋର ,
ମୋ ଅଧିକାର ପରା ପାଣି ର ଗାର (ହଁ) ।।(୨)
ସଂଗ୍ରାମ ସଂଗ୍ରାମ ଡାକରା ପାଉ 
ଲୁହ ଲହୁ ମୋର ଏକାକାର ହେଉ , 
ନେତା ପାଇଯିବେ ପୁରସ୍କାର ତହୁଁ 
ଭୋଟ ବ୍ୟାଙ୍କ୍ ଛଡ଼ା କିଛି ନୁହେଁ ମୁଁ (ହଁ) ।। (୨)
ଆସ ଆଜି ଆମେ କରିବା ଶପଥ 
ସ୍ଵାର୍ଥ ସ୍ଵାର୍ଥୀ ଙ୍କୁ କରିବା ହତ
ରାସ୍ତା ଥାଉ ପଛେ କଠିନ ଶତତ 
 ଲଢେଇ ଆମର ହେବ ଅବିରତ (ହଁ) ।। (୨)

©Satya Parida

ଲଢେଇ ଅବିରତ ! କେବେ ଖରା ରେ , କେବେ ତରା ରେ କେବେ ହାଡ଼ ଭଙ୍ଗା ଶୀତରେ , ତ କେବେ ବନ୍ୟା ବାତ୍ୟା ର ଛାତି ରେ ଆମେ ନିଇତି ଲଢେଇ କରୁ ପ୍ରକୃତି ସାଥୀ ରେ (ହଁ) ।। (୨) ଅସରନ୍ତି ଆଶା କୁ , ସ୍ଵପ୍ନ ଅସୁମାର ଗଢିବି ଦିନେ ମୋ ସ୍ଵପ୍ନ ର ନଅର ହେଲେ ଧିକ୍ ଏ ପାହାନ୍ତିଆ ସ୍ଵପ୍ନ ମୋର , ମୋ ଅଧିକାର ପରା ପାଣି ର ଗାର (ହଁ) ।।(୨) ସଂଗ୍ରାମ ସଂଗ୍ରାମ ଡାକରା ପାଉ ଲୁହ ଲହୁ ମୋର ଏକାକାର ହେଉ , ନେତା ପାଇଯିବେ ପୁରସ୍କାର ତହୁଁ ଭୋଟ ବ୍ୟାଙ୍କ୍ ଛଡ଼ା କିଛି ନୁହେଁ ମୁଁ (ହଁ) ।। (୨) ଆସ ଆଜି ଆମେ କରିବା ଶପଥ ସ୍ଵାର୍ଥ ସ୍ଵାର୍ଥୀ ଙ୍କୁ କରିବା ହତ ରାସ୍ତା ଥାଉ ପଛେ କଠିନ ଶତତ ଲଢେଇ ଆମର ହେବ ଅବିରତ (ହଁ) ।। (୨) ©Satya Parida

ଲଢେଇ ଅବିରତ!
#ଶ୍ରମିକଦିବସ
#Labourday

#Light

People who shared love close

More like this

Trending Topic