White ପିଲାବେଳେ ଜଲଦି ସୋଇ ପଡୁଥିଲି ବୋଲି କେତେ ଗାଳି ଖାଉଥିଲି ।ଆଉ ଏବେ ଅନେକ ରାତି ଅନିଦ୍ରା ରେ ପାହିଯାଏ। ପିଲାବେଳେ ମନ ଖୋଲି ହସି ପାରୁଥିଲି, କାନ୍ଦି ପାରୁଥିଲି .... ଆଉ ଏବେ ଖୁସି ରହିବାର ଅଭିନୟ କରି ବାକୁ ପଡୁଛି । ଏଇ ବୋଧେ କର୍ମଫଳ ©Pranay Kumar Sahu #good_night Quotes, Shayari, Story, Poem, Jokes, Memes On Nojoto