"ସୁନ୍ଦର ଦୁନିଆ ଭିତରେ ତୁମେ ମୋ ରାଜକୁମାର
ତୁମ ବିନା ଏ ଦୁନିଆ ସମ୍ପୂର୍ଣ୍ଣ ଲାଗେ ଅନ୍ଧାର
ତୁମେ ମୋ ବିଶ୍ୱାସ, ତୁମେ ମୋ ଭରଷା
ସେଥିପାଇଁ ତ ଆମର ଏ ଭଲପାଇବାରେ ଲୋକଙ୍କର ନାହିଁ ସିନା ଭରଷା ହେଲେ ମୋର ତୁମ ଉପରେ ଅଛି ଯଥେଷ୍ଟ ଭରଷା
ସେଥିପାଇଁ ମୁଁ ଅଦିନରେ ଖୋଜେ ପ୍ରେମର ଟିକେ ବରଷା
©Diptimayee Nayak
"