ଗାଁ ନିର୍ବାଚନ ! ସଞ୍ଜ ବେଳ ଟାରେ ଗାଁ ମୁଣ୍ଡ ଟାରେ ଗହଳ | ଓଡ଼ିଆ ସମାଜ ଏବଂ ସଂସ୍କ

"ଗାଁ ନିର୍ବାଚନ ! ସଞ୍ଜ ବେଳ ଟାରେ ଗାଁ ମୁଣ୍ଡ ଟାରେ ଗହଳି ଚହଳି ଲାଗିଛି , କ୍ଲବ୍ ପିଲାଙ୍କ ଚିକେନ ଭୋଜିକୁ ବୋତଲ ଯେ ଖାଲି ଗଡୁଛି , ଓହୋ ଗାଁ ନିର୍ବାଚନ ଆସିଛି ହଁ ନିର୍ବାଚନ ପରା ଆସିଛି ।। ସରପଞ୍ଚ ପରା ହେଲେ ଜିଲାପାଳ କାହାର କହିଲ ନ ଭୋଇବ ଲାଳ , ଶିକ୍ଷିତ ଯୁବକ ସେ ପାଇଁ ପାଗଳ ହେଲେ ପଞ୍ଚାୟତ ଭାଗ୍ୟ ଜାଣ ଯେ ଉଜ୍ବଳ ପଞ୍ଚାୟତ ଭାଗ୍ୟ ଜାଣ ଯେ ଉଜ୍ବଳ।। ଗାଁ ଗାଁ ପୁଣି ସଡ଼କ ଗଢ଼ିବ ସନିଆ ଭାଇ ର ଛୁଆ ଟି ପୁଣି କାଳିଆ ଘୋଡା ରେ ଚଢ଼ିବ ହଁ ମଧୁ ବାବୁ ସାଙ୍ଗେ ଲଢିବ , ଏମିତି ସ୍ଵପ୍ନ କୁ ସାକାର କରିବ ଇଞ୍ଜିନିୟର ପୁଅ ସରପଞ୍ଚ ପାଇଁ ଲଢିବ , ହଁ ସରପଞ୍ଚ ପାଇଁ ଲଢିବ। ଘର ଘର ବୁଲି ପ୍ରଚାର ତ ଏବେ ଚାଲିଛି ହେଲେ ମଜା କ'ଣ ଜମା ଆସୁଛି ଡିଜେ ଗାଡି କୁ ବା ଝୁରୁଛି କରୋନା ବା ସବୁ ସାରିଛି , ହଁ କରୋନା ବା ସବୁ ସାରିଛି।। ପାଖେଇ ଆସିଲେ ନିର୍ବାଚନ ଦିନ ଗାନ୍ଧୀ ମୁଣ୍ଡ ଖାଲି ଖୋଜିବ ମନ , ଦେଇ ଦେଇ ଯିଏ ଜିତିବ ଅଶିକ୍ଷିତ ଛାଡ଼ି ଶିକ୍ଷିତ ହେଲେ ବି ପାଞ୍ଚ ବର୍ଷ ଯାକ ଲୁଟିବ ହଁ ପାଞ୍ଚ ବର୍ଷ ଯାକ ଲୁଟିବ।। ©Satya Parida"

 ଗାଁ ନିର୍ବାଚନ ! 

ସଞ୍ଜ ବେଳ ଟାରେ ଗାଁ ମୁଣ୍ଡ ଟାରେ 
ଗହଳି ଚହଳି ଲାଗିଛି , 
କ୍ଲବ୍ ପିଲାଙ୍କ ଚିକେନ ଭୋଜିକୁ 
ବୋତଲ ଯେ ଖାଲି ଗଡୁଛି , 
ଓହୋ ଗାଁ ନିର୍ବାଚନ ଆସିଛି 
ହଁ ନିର୍ବାଚନ ପରା ଆସିଛି ।। 

ସରପଞ୍ଚ ପରା ହେଲେ ଜିଲାପାଳ 
କାହାର କହିଲ ନ ଭୋଇବ ଲାଳ ,
ଶିକ୍ଷିତ ଯୁବକ ସେ ପାଇଁ ପାଗଳ 
ହେଲେ ପଞ୍ଚାୟତ ଭାଗ୍ୟ ଜାଣ  ଯେ ଉଜ୍ବଳ 
ପଞ୍ଚାୟତ ଭାଗ୍ୟ ଜାଣ ଯେ ଉଜ୍ବଳ।।

ଗାଁ ଗାଁ ପୁଣି ସଡ଼କ ଗଢ଼ିବ 
ସନିଆ ଭାଇ ର ଛୁଆ ଟି 
ପୁଣି କାଳିଆ ଘୋଡା ରେ ଚଢ଼ିବ 
ହଁ ମଧୁ ବାବୁ ସାଙ୍ଗେ ଲଢିବ , 
ଏମିତି ସ୍ଵପ୍ନ କୁ ସାକାର କରିବ 
ଇଞ୍ଜିନିୟର ପୁଅ ସରପଞ୍ଚ ପାଇଁ ଲଢିବ , 
ହଁ ସରପଞ୍ଚ ପାଇଁ ଲଢିବ। 

ଘର ଘର ବୁଲି ପ୍ରଚାର ତ ଏବେ ଚାଲିଛି 
ହେଲେ ମଜା କ'ଣ ଜମା ଆସୁଛି 
ଡିଜେ ଗାଡି କୁ ବା ଝୁରୁଛି 
କରୋନା ବା ସବୁ ସାରିଛି , 
ହଁ କରୋନା ବା ସବୁ ସାରିଛି।। 

ପାଖେଇ ଆସିଲେ ନିର୍ବାଚନ ଦିନ 
ଗାନ୍ଧୀ ମୁଣ୍ଡ ଖାଲି ଖୋଜିବ ମନ , 
ଦେଇ ଦେଇ ଯିଏ ଜିତିବ  
ଅଶିକ୍ଷିତ ଛାଡ଼ି ଶିକ୍ଷିତ ହେଲେ ବି 
ପାଞ୍ଚ ବର୍ଷ ଯାକ ଲୁଟିବ 
ହଁ ପାଞ୍ଚ ବର୍ଷ ଯାକ ଲୁଟିବ।।

©Satya Parida

ଗାଁ ନିର୍ବାଚନ ! ସଞ୍ଜ ବେଳ ଟାରେ ଗାଁ ମୁଣ୍ଡ ଟାରେ ଗହଳି ଚହଳି ଲାଗିଛି , କ୍ଲବ୍ ପିଲାଙ୍କ ଚିକେନ ଭୋଜିକୁ ବୋତଲ ଯେ ଖାଲି ଗଡୁଛି , ଓହୋ ଗାଁ ନିର୍ବାଚନ ଆସିଛି ହଁ ନିର୍ବାଚନ ପରା ଆସିଛି ।। ସରପଞ୍ଚ ପରା ହେଲେ ଜିଲାପାଳ କାହାର କହିଲ ନ ଭୋଇବ ଲାଳ , ଶିକ୍ଷିତ ଯୁବକ ସେ ପାଇଁ ପାଗଳ ହେଲେ ପଞ୍ଚାୟତ ଭାଗ୍ୟ ଜାଣ ଯେ ଉଜ୍ବଳ ପଞ୍ଚାୟତ ଭାଗ୍ୟ ଜାଣ ଯେ ଉଜ୍ବଳ।। ଗାଁ ଗାଁ ପୁଣି ସଡ଼କ ଗଢ଼ିବ ସନିଆ ଭାଇ ର ଛୁଆ ଟି ପୁଣି କାଳିଆ ଘୋଡା ରେ ଚଢ଼ିବ ହଁ ମଧୁ ବାବୁ ସାଙ୍ଗେ ଲଢିବ , ଏମିତି ସ୍ଵପ୍ନ କୁ ସାକାର କରିବ ଇଞ୍ଜିନିୟର ପୁଅ ସରପଞ୍ଚ ପାଇଁ ଲଢିବ , ହଁ ସରପଞ୍ଚ ପାଇଁ ଲଢିବ। ଘର ଘର ବୁଲି ପ୍ରଚାର ତ ଏବେ ଚାଲିଛି ହେଲେ ମଜା କ'ଣ ଜମା ଆସୁଛି ଡିଜେ ଗାଡି କୁ ବା ଝୁରୁଛି କରୋନା ବା ସବୁ ସାରିଛି , ହଁ କରୋନା ବା ସବୁ ସାରିଛି।। ପାଖେଇ ଆସିଲେ ନିର୍ବାଚନ ଦିନ ଗାନ୍ଧୀ ମୁଣ୍ଡ ଖାଲି ଖୋଜିବ ମନ , ଦେଇ ଦେଇ ଯିଏ ଜିତିବ ଅଶିକ୍ଷିତ ଛାଡ଼ି ଶିକ୍ଷିତ ହେଲେ ବି ପାଞ୍ଚ ବର୍ଷ ଯାକ ଲୁଟିବ ହଁ ପାଞ୍ଚ ବର୍ଷ ଯାକ ଲୁଟିବ।। ©Satya Parida

election

People who shared love close

More like this

Trending Topic