ଏ ଗୋଲାପ ଫୁଲ ଲୋ ଗୋଲାପ ଫୁଲ ପ୍ରିୟା ଖୋଜିଲାଣି ତୋତେ ସକାଳ | ଓଡ଼ିଆ Quotes

"ଏ ଗୋଲାପ ଫୁଲ ଲୋ ଗୋଲାପ ଫୁଲ ପ୍ରିୟା ଖୋଜିଲାଣି ତୋତେ ସକାଳୁ ସକାଳୁ ପ୍ରୀତିର ମହକ ନେଇକି ଯିବୁ ତୋ ସାଥେ। ପ୍ରୀତିର ମହକେ ମହକେଇ ଦବୁ ପ୍ରିୟା ମନ ଜିଣି ଜାଇ ହୃଦୟର କଥା କହି ଦବୁ ଯାଇ ସକାଳ ଶୁଭେଚ୍ଛା ଦେଇ। ©jagamohan Pradhan"

 ଏ ଗୋଲାପ ଫୁଲ ଲୋ ଗୋଲାପ ଫୁଲ
ପ୍ରିୟା ଖୋଜିଲାଣି ତୋତେ
ସକାଳୁ ସକାଳୁ ପ୍ରୀତିର ମହକ
ନେଇକି ଯିବୁ ତୋ ସାଥେ।
ପ୍ରୀତିର ମହକେ ମହକେଇ ଦବୁ
ପ୍ରିୟା ମନ ଜିଣି ଜାଇ
ହୃଦୟର କଥା କହି ଦବୁ ଯାଇ
ସକାଳ ଶୁଭେଚ୍ଛା ଦେଇ।

©jagamohan Pradhan

ଏ ଗୋଲାପ ଫୁଲ ଲୋ ଗୋଲାପ ଫୁଲ ପ୍ରିୟା ଖୋଜିଲାଣି ତୋତେ ସକାଳୁ ସକାଳୁ ପ୍ରୀତିର ମହକ ନେଇକି ଯିବୁ ତୋ ସାଥେ। ପ୍ରୀତିର ମହକେ ମହକେଇ ଦବୁ ପ୍ରିୟା ମନ ଜିଣି ଜାଇ ହୃଦୟର କଥା କହି ଦବୁ ଯାଇ ସକାଳ ଶୁଭେଚ୍ଛା ଦେଇ। ©jagamohan Pradhan

#ଗୋଲାପ #ଶୁଭେଚ୍ଛା #ପ୍ରେମ #nojato

People who shared love close

More like this

Trending Topic