ମରୁଭୂମିର ଉତପ୍ତ ଶଯ୍ୟାରେ ଲେଖା ହୋଇଥିବା ଏକ କରୁଣ କାହାଣୀ | ଓଡ଼ିଆ କବିତା Video

"ମରୁଭୂମିର ଉତପ୍ତ ଶଯ୍ୟାରେ ଲେଖା ହୋଇଥିବା ଏକ କରୁଣ କାହାଣୀର ଅଭିନୟରେ ଅଣନିଶ୍ଵାସୀ ଅଭିନେତା ମୁଁ ଦୂର ଦୂର ପର୍ଯ୍ୟନ୍ତ କେବଳ ଲମ୍ବିଚି ମରିଚିକାର ମାୟା ଜାଲ ସ୍ନେହ ଆତୁର ଶୋଷିଲା ମଣିଷ ମୁଁ ଏକାନ୍ତ କୋଠରୀ ମଧ୍ୟରେ ଆବଦ୍ଧ ନିଜକୁ ନିଜେ ଅନୁସନ୍ଧାନ କରୁଥିବା ଚାତକର ଆର୍ତ ଚିତ୍କାର ମୁଁ ସପ୍ତଫେଣିର କଣ୍ଟକିତ ଦଂଶନରେ ଲହୁ ଲୁହାଣ ଏକ ଆତ୍ମାର ମୁକ୍ତି ଆତୁର ଅଭିଳାଷଟିଏ ମୁଁ ହେ ପାଠକେ ମୋ ଜୀବନ ଯନ୍ତ୍ରଣାର କେତେ ଯେ ମୂଲ୍ୟାୟନ କରିବେ ଆପଣ ପରାଜିତ ନାୟକର ଅନ୍ତିମ ଇଚ୍ଛାର ପ୍ରତିଧ୍ଵନି ଟିଏ ମୁଁ । ©Tafizul Sambalpuri "

ମରୁଭୂମିର ଉତପ୍ତ ଶଯ୍ୟାରେ ଲେଖା ହୋଇଥିବା ଏକ କରୁଣ କାହାଣୀର ଅଭିନୟରେ ଅଣନିଶ୍ଵାସୀ ଅଭିନେତା ମୁଁ ଦୂର ଦୂର ପର୍ଯ୍ୟନ୍ତ କେବଳ ଲମ୍ବିଚି ମରିଚିକାର ମାୟା ଜାଲ ସ୍ନେହ ଆତୁର ଶୋଷିଲା ମଣିଷ ମୁଁ ଏକାନ୍ତ କୋଠରୀ ମଧ୍ୟରେ ଆବଦ୍ଧ ନିଜକୁ ନିଜେ ଅନୁସନ୍ଧାନ କରୁଥିବା ଚାତକର ଆର୍ତ ଚିତ୍କାର ମୁଁ ସପ୍ତଫେଣିର କଣ୍ଟକିତ ଦଂଶନରେ ଲହୁ ଲୁହାଣ ଏକ ଆତ୍ମାର ମୁକ୍ତି ଆତୁର ଅଭିଳାଷଟିଏ ମୁଁ ହେ ପାଠକେ ମୋ ଜୀବନ ଯନ୍ତ୍ରଣାର କେତେ ଯେ ମୂଲ୍ୟାୟନ କରିବେ ଆପଣ ପରାଜିତ ନାୟକର ଅନ୍ତିମ ଇଚ୍ଛାର ପ୍ରତିଧ୍ଵନି ଟିଏ ମୁଁ । ©Tafizul Sambalpuri

#ମୁଁ

People who shared love close

More like this

Trending Topic