ଗୋଟିଏ ବିରାଟ ପ୍ରଶ୍ନ ତୁମେ କେମିତି ଅଛ ଗୋଟିଏ ସଂକ୍ଷିପ୍ତ

"ଗୋଟିଏ ବିରାଟ ପ୍ରଶ୍ନ ତୁମେ କେମିତି ଅଛ ଗୋଟିଏ ସଂକ୍ଷିପ୍ତ ଉତ୍ତର ତଥାପି ବଞ୍ଚିଛି ତୁମେ ଆଉ କିଛି ପଚାରନି କାରଣ ମୁଁ ଏହାପରେ ସମ୍ପୁର୍ଣ୍ଣ ନିରୁତ୍ତର ଖଣ୍ଡେ ଶରୀରର ଚାଖଣ୍ଡେ ସ୍ବପ୍ନ ଦୀଗବଳୟ ପର୍ଯ୍ୟନ୍ତ କାହିଁ କେତେ ଦୂର ସେ ସ୍ବପ୍ନର ଅଭେଦ୍ୟ ଦୁର୍ଗ ପାହୁଣ୍ଡେ ପାହୁଣ୍ଡେ ଚାଲୁଛି ପାଦ ମୋର । ©Tafizul Sambalpuri"

 ଗୋଟିଏ ବିରାଟ ପ୍ରଶ୍ନ
ତୁମେ କେମିତି ଅଛ
ଗୋଟିଏ ସଂକ୍ଷିପ୍ତ ଉତ୍ତର 
ତଥାପି ବଞ୍ଚିଛି
ତୁମେ ଆଉ କିଛି ପଚାରନି
କାରଣ ମୁଁ ଏହାପରେ 
ସମ୍ପୁର୍ଣ୍ଣ ନିରୁତ୍ତର
ଖଣ୍ଡେ ଶରୀରର
ଚାଖଣ୍ଡେ ସ୍ବପ୍ନ 
ଦୀଗବଳୟ ପର୍ଯ୍ୟନ୍ତ 
କାହିଁ କେତେ ଦୂର 
ସେ ସ୍ବପ୍ନର ଅଭେଦ୍ୟ ଦୁର୍ଗ
ପାହୁଣ୍ଡେ ପାହୁଣ୍ଡେ ଚାଲୁଛି ପାଦ ମୋର ।

©Tafizul Sambalpuri

ଗୋଟିଏ ବିରାଟ ପ୍ରଶ୍ନ ତୁମେ କେମିତି ଅଛ ଗୋଟିଏ ସଂକ୍ଷିପ୍ତ ଉତ୍ତର ତଥାପି ବଞ୍ଚିଛି ତୁମେ ଆଉ କିଛି ପଚାରନି କାରଣ ମୁଁ ଏହାପରେ ସମ୍ପୁର୍ଣ୍ଣ ନିରୁତ୍ତର ଖଣ୍ଡେ ଶରୀରର ଚାଖଣ୍ଡେ ସ୍ବପ୍ନ ଦୀଗବଳୟ ପର୍ଯ୍ୟନ୍ତ କାହିଁ କେତେ ଦୂର ସେ ସ୍ବପ୍ନର ଅଭେଦ୍ୟ ଦୁର୍ଗ ପାହୁଣ୍ଡେ ପାହୁଣ୍ଡେ ଚାଲୁଛି ପାଦ ମୋର । ©Tafizul Sambalpuri

#କବିତା

People who shared love close

More like this

Trending Topic