ହଠାତ୍ ଆଜି ଆକାଶ ଟା ମେଘୁଆ କରିଦେଲା,
ଜହ୍ନ ତାରା ଭରା ଆକାଶ ରେ ବାଦଲ ଛାଇଗଲା ।
ଆକାଶ ଟା ଦିଶୁଥିଲା କେତେ ଯେ ନିର୍ମଳ,
ଏବେ ଆକାଶ ରେ ଦେଖାଗଲା ଅଦିନିଆ ମେଘ ମାଳ ।
ବିଜୁଳି ଘଡ଼ଘଡ଼ି ରେ ଆକାଶେ ମାର୍ଗେ ଅଦ୍ଭୁତ ରଡ଼ି,
ଆଜି ଆସିଛି ଅଦିନିଆ ମେଘ ର ଝଡ଼ି ।
କଳା ବାଦଲ ଯେ ଆକାଶ କୁ ଘେରି ରହିଛି,
ଅଦିନିଆ ମେଘ ଗରଜି ଗରଜି ବରଷି ଯାଉଛି ।
ଝର ଝର ଝରି ଚାଳିଛି ବରଷା ରାଣୀ,
ପବନ ସାଙ୍ଗକୁ ଝରି ପଡୁଛି ଅଦିନିଆ ବର୍ଷା ପାଣି ।
©Lili Dey
#ଅଦିନିଆମେଘ