White ଅନ୍ଧାର ରୁ ଆସିଥିଲି ଆଲୋକ କୁ ସ୍ପଷ୍ଟ ଭାବେ ସବୁ ଦେଖିବାକୁ ସୂର୍ଯ୍ୟ ର ପ୍ରଚଣ୍ଡ ତେଜରେ ଆଜି କିଛି ଦିଶୁନାହିଁ ମୋ ଆଖି କୁ ଅନ୍ଧକାର ଚାରିପଟେ ମୋତେ ଘେରିଯାଏ ମୋ ପାଇଁ ଆଜି ଆଲୋକ ଓ ଅନ୍ଧକାର ଏକା ହୋଇଯାଏ। #ଶୁଭ ସକାଳ # ©Joy Krishna Behera ବ୍ୟର୍ଥ Quotes, Shayari, Story, Poem, Jokes, Memes On Nojoto