Joy Krishna Behera

Joy Krishna Behera

M.A LLB,Govt Advocate, Sambalpur Odisha

  • Latest
  • Popular
  • Video

White ହେ ଲକ୍ଷ୍ମଣ, ପୁଣିଥରେ ଏ ପୃଥିବୀ କୁ ଆସ ପର ପାଇଁ ବନବାସ ଯିବା ଛାଡି ଜୀବନ ର ପୂର୍ଣ କର ଆଶ। #ଶୁଭ ସକାଳ# ©Joy Krishna Behera

#ଶାୟାରି #ଶୁଭ  White ହେ ଲକ୍ଷ୍ମଣ,
ପୁଣିଥରେ ଏ ପୃଥିବୀ କୁ ଆସ
ପର ପାଇଁ ବନବାସ ଯିବା ଛାଡି
ଜୀବନ ର ପୂର୍ଣ କର ଆଶ।

#ଶୁଭ ସକାଳ#

©Joy Krishna Behera

ଲକ୍ଷ୍ମଣ

12 Love

White କାହାକୁ ଧରିଲେ ପାଖୁଡ଼ା ତାର ଝରିଯାଏ ଆଉ କାହାର କଣ୍ଟାରେ ମୋ ହାତ ରକ୍ତାକ୍ତ ହୋଇଯାଏ। #ଶୁଭ ସକାଳ # ©Joy Krishna Behera

#କବିତା #ଶୁଭ  White କାହାକୁ ଧରିଲେ
ପାଖୁଡ଼ା ତାର ଝରିଯାଏ 
ଆଉ କାହାର କଣ୍ଟାରେ
ମୋ ହାତ ରକ୍ତାକ୍ତ ହୋଇଯାଏ।
 #ଶୁଭ ସକାଳ #

©Joy Krishna Behera

ବ୍ୟର୍ଥ

12 Love

White ଆସିଥିଲି ଫୁଲବଣ ନେବାକୁ ଫୁଲ ଟିଏ ତୋଳି କିଏ ଦିଶେ ନାଳି ଆଉ କିଏ ଯାଇଛି ମଉଳିଶୁ କାହା ଗନ୍ଧ ଏତେ ତୀବ୍ର ମୋ ମୁଣ୍ଡ ଘୁରିଯାଏ ଅବା କେଉଁ ଫୁଲକୁ ଦେଖିଲେ ମନୋକୁ ବିଷାଦ ଘାରିଦିଏ। #ଶୁଭ ସକାଳ # ©Joy Krishna Behera

#କବିତା #ଶୁଭ  White ଆସିଥିଲି ଫୁଲବଣ 
ନେବାକୁ ଫୁଲ ଟିଏ ତୋଳି
କିଏ ଦିଶେ ନାଳି
ଆଉ କିଏ ଯାଇଛି ମଉଳିଶୁ
କାହା ଗନ୍ଧ ଏତେ ତୀବ୍ର 
ମୋ ମୁଣ୍ଡ ଘୁରିଯାଏ
ଅବା କେଉଁ ଫୁଲକୁ ଦେଖିଲେ
ମନୋକୁ ବିଷାଦ ଘାରିଦିଏ।
#ଶୁଭ ସକାଳ #

©Joy Krishna Behera

ବ୍ୟର୍ଥ

11 Love

White ଅନ୍ଧାର ରୁ ଆସିଥିଲି ଆଲୋକ କୁ ସ୍ପଷ୍ଟ ଭାବେ ସବୁ ଦେଖିବାକୁ ସୂର୍ଯ୍ୟ ର ପ୍ରଚଣ୍ଡ ତେଜରେ ଆଜି କିଛି ଦିଶୁନାହିଁ ମୋ ଆଖି କୁ ଅନ୍ଧକାର ଚାରିପଟେ ମୋତେ ଘେରିଯାଏ ମୋ ପାଇଁ ଆଜି ଆଲୋକ ଓ ଅନ୍ଧକାର ଏକା ହୋଇଯାଏ। #ଶୁଭ ସକାଳ # ©Joy Krishna Behera

#କବିତା #ଶୁଭ  White  ଅନ୍ଧାର ରୁ ଆସିଥିଲି ଆଲୋକ କୁ
ସ୍ପଷ୍ଟ ଭାବେ ସବୁ ଦେଖିବାକୁ 
ସୂର୍ଯ୍ୟ ର ପ୍ରଚଣ୍ଡ ତେଜରେ ଆଜି
କିଛି ଦିଶୁନାହିଁ ମୋ ଆଖି କୁ
ଅନ୍ଧକାର ଚାରିପଟେ ମୋତେ ଘେରିଯାଏ
ମୋ ପାଇଁ ଆଜି
ଆଲୋକ ଓ ଅନ୍ଧକାର ଏକା ହୋଇଯାଏ।
#ଶୁଭ ସକାଳ #

©Joy Krishna Behera

ବ୍ୟର୍ଥ

13 Love

White ଶବ୍ଦ ର ଏତେ ଶକ୍ତି ବୋଲି ମୁଁ ଜାଣି ନ ଥିଲି ଗୋଟିଏ ଶବ୍ଦ ରେ ବସନ୍ତ ଆସିଯାଏ ତ ଗୋଟିଏ ଶବ୍ଦ ରେ ପତ୍ରଝଡା ଆସିଯାଏ। #ଶୁଭ ସକାଳ # ©Joy Krishna Behera

#ଶାୟାରି #ଶୁଭ  White ଶବ୍ଦ  ର ଏତେ ଶକ୍ତି ବୋଲି
ମୁଁ ଜାଣି ନ ଥିଲି
ଗୋଟିଏ ଶବ୍ଦ ରେ ବସନ୍ତ ଆସିଯାଏ ତ
ଗୋଟିଏ ଶବ୍ଦ ରେ ପତ୍ରଝଡା ଆସିଯାଏ।


#ଶୁଭ ସକାଳ #

©Joy Krishna Behera

ଶବ୍ଦ

11 Love

White ତୁମର ମୁଣ୍ଡପାତି ଠିଆ ହେବା ମୋ ପାଇଁ ଇନ୍ଦ୍ର ର ଐଶର୍ଯ୍ୟ ପାଇବା ଫୁଲ କୁ ମୁଁ କେବେ ପାଇବାକୁ ଅବା ଛୁଇଁ ବାକୁ ଚାହୁଁ ନ ଥିଲି ଖାଲି ମହକ ଟିକିଏ ପାଇବା ପାଇଁ ହନ୍ତସନ୍ତ ହେଉଥିଲି ଆଜି କିନ୍ତୁ ଜାଣିଗଲି ମହକ ଟା କେବଳ ମୋହରି। ###ଶୁଭ ସକାଳ ### ©Joy Krishna Behera

 White ତୁମର ମୁଣ୍ଡପାତି ଠିଆ ହେବା
ମୋ ପାଇଁ ଇନ୍ଦ୍ର ର ଐଶର୍ଯ୍ୟ ପାଇବା
ଫୁଲ କୁ ମୁଁ କେବେ ପାଇବାକୁ
ଅବା ଛୁଇଁ ବାକୁ ଚାହୁଁ ନ ଥିଲି
ଖାଲି ମହକ ଟିକିଏ ପାଇବା ପାଇଁ 
ହନ୍ତସନ୍ତ ହେଉଥିଲି
ଆଜି କିନ୍ତୁ ଜାଣିଗଲି
ମହକ ଟା କେବଳ ମୋହରି।
###ଶୁଭ ସକାଳ ###

©Joy Krishna Behera

ମହକ

13 Love

Trending Topic