ନାରୀ ତୁହି ବନ୍ଦନୀୟା """"""""&qu

"ନାରୀ ତୁହି ବନ୍ଦନୀୟା """""""""""""""" ନାରୀ ତୁହି ବନ୍ଦନୀୟା କେତେ ରୂପ ତୋହରି ସେନେହ ମମତା ର ପ୍ରତୀକ ସାଜୁ ତୁହି ଭଗିନୀ ଦୁହିତା ବୋଲାଉ ପରା ସାଜୁ ପୁଣି ଘରଣୀ।। ମାତୃ ରୂପେ ସନ୍ତାନ ର ସହୁ କେତେ ଅଳି ସ୍ତ୍ରୀ ସାଜି ସ୍ବାମୀ ସାଥେ ଚାଲି ଥାଉ ପୁଣି।। ଗର୍ଭ ର ଯନ୍ତ୍ରଣା ପୁଣି ନିନ୍ଦା ଅପବାଦ ଦୁଃଖ କଷ୍ଟ ସହି ଚାଲୁ ଜୀବନ ର ବାଟ।। ତୋ ଲୁହ ଲୁଚାଉ ପରା ଦୁନିଆ ଆଗରେ ଛାତି ରେ ପଥର ଲଦି ଓଠ ରେ ହସୁରେ।। ଚିରବନ୍ଦନିୟା ତୁହି ତୋ ରୂପ ଅନେକ ଅନ୍ୟାୟ ଦେଖିଲେ ସାଜୁ ଦୁର୍ଗା ମା ରୂପ।। ନାରୀ ଅଟେ ପୂଜନୀୟ ସଭିଁଏ କୁହନ୍ତି ....ତଥାପି କାହିଁ ଅତ୍ୟାଚାର ଭଷ୍ଟାଚାର ଦୁଷ୍କର୍ମ କରନ୍ତି।। ନାରୀଙ୍କୁ ସମ୍ମାନ ଦିଅ ସବୁଠି ବର୍ଣ୍ଣିତ ସମାଜ ରେ ନାରୀ ପୁଣି ଆଜି ଅବହେଳିତ।। ବୋହୂ ଟିଏ ଖୋଜା ପଡେ ନିଜ ପୁଅ ପାଇଁ ବୋହୂ କୋଳେ ଝିଅ ହେଲେ ତାକୁ ଲୋଡା ନାହିଁ।। କେତେ ଯୋଜନା କାର୍ଯକାରୀ ଝିଅ ଟିଏ ପାଇଁ କନ୍ୟା ଭୃଣ ହତ୍ୟା ହୁଏ ପୁଣିକି ପାଇଁ।। ଆଜିର ଝିଅ ନୁହେଁ ରେ ଅବଳା.. ତଥାପି ଏ ଦୁନିଆ ଝିଅ ପାଇଁ କରେ କାହିଁ ହେଳା।। ©Mamata Sau"

 ନାରୀ ତୁହି ବନ୍ଦନୀୟା
""""""""""""""""
ନାରୀ ତୁହି ବନ୍ଦନୀୟା କେତେ ରୂପ ତୋହରି
ସେନେହ ମମତା ର ପ୍ରତୀକ ସାଜୁ ତୁହି ଭଗିନୀ
ଦୁହିତା ବୋଲାଉ ପରା ସାଜୁ ପୁଣି ଘରଣୀ।।
ମାତୃ ରୂପେ ସନ୍ତାନ ର ସହୁ କେତେ ଅଳି
ସ୍ତ୍ରୀ ସାଜି ସ୍ବାମୀ ସାଥେ ଚାଲି ଥାଉ ପୁଣି।।
ଗର୍ଭ ର ଯନ୍ତ୍ରଣା ପୁଣି ନିନ୍ଦା ଅପବାଦ
ଦୁଃଖ କଷ୍ଟ ସହି ଚାଲୁ ଜୀବନ ର ବାଟ।।
ତୋ ଲୁହ ଲୁଚାଉ ପରା ଦୁନିଆ ଆଗରେ
ଛାତି ରେ ପଥର ଲଦି ଓଠ ରେ ହସୁରେ।।
ଚିରବନ୍ଦନିୟା ତୁହି ତୋ ରୂପ ଅନେକ 
ଅନ୍ୟାୟ ଦେଖିଲେ ସାଜୁ ଦୁର୍ଗା ମା ରୂପ।।
ନାରୀ ଅଟେ ପୂଜନୀୟ ସଭିଁଏ କୁହନ୍ତି ....ତଥାପି କାହିଁ
ଅତ୍ୟାଚାର ଭଷ୍ଟାଚାର ଦୁଷ୍କର୍ମ କରନ୍ତି।।
ନାରୀଙ୍କୁ ସମ୍ମାନ ଦିଅ ସବୁଠି ବର୍ଣ୍ଣିତ
ସମାଜ ରେ ନାରୀ ପୁଣି ଆଜି ଅବହେଳିତ।।
ବୋହୂ ଟିଏ ଖୋଜା ପଡେ ନିଜ ପୁଅ ପାଇଁ
ବୋହୂ କୋଳେ ଝିଅ ହେଲେ ତାକୁ ଲୋଡା ନାହିଁ।।
କେତେ ଯୋଜନା କାର୍ଯକାରୀ ଝିଅ ଟିଏ ପାଇଁ
କନ୍ୟା ଭୃଣ ହତ୍ୟା ହୁଏ ପୁଣିକି ପାଇଁ।।
ଆଜିର ଝିଅ ନୁହେଁ ରେ ଅବଳା..
ତଥାପି ଏ ଦୁନିଆ ଝିଅ ପାଇଁ କରେ କାହିଁ ହେଳା।।

©Mamata Sau

ନାରୀ ତୁହି ବନ୍ଦନୀୟା """""""""""""""" ନାରୀ ତୁହି ବନ୍ଦନୀୟା କେତେ ରୂପ ତୋହରି ସେନେହ ମମତା ର ପ୍ରତୀକ ସାଜୁ ତୁହି ଭଗିନୀ ଦୁହିତା ବୋଲାଉ ପରା ସାଜୁ ପୁଣି ଘରଣୀ।। ମାତୃ ରୂପେ ସନ୍ତାନ ର ସହୁ କେତେ ଅଳି ସ୍ତ୍ରୀ ସାଜି ସ୍ବାମୀ ସାଥେ ଚାଲି ଥାଉ ପୁଣି।। ଗର୍ଭ ର ଯନ୍ତ୍ରଣା ପୁଣି ନିନ୍ଦା ଅପବାଦ ଦୁଃଖ କଷ୍ଟ ସହି ଚାଲୁ ଜୀବନ ର ବାଟ।। ତୋ ଲୁହ ଲୁଚାଉ ପରା ଦୁନିଆ ଆଗରେ ଛାତି ରେ ପଥର ଲଦି ଓଠ ରେ ହସୁରେ।। ଚିରବନ୍ଦନିୟା ତୁହି ତୋ ରୂପ ଅନେକ ଅନ୍ୟାୟ ଦେଖିଲେ ସାଜୁ ଦୁର୍ଗା ମା ରୂପ।। ନାରୀ ଅଟେ ପୂଜନୀୟ ସଭିଁଏ କୁହନ୍ତି ....ତଥାପି କାହିଁ ଅତ୍ୟାଚାର ଭଷ୍ଟାଚାର ଦୁଷ୍କର୍ମ କରନ୍ତି।। ନାରୀଙ୍କୁ ସମ୍ମାନ ଦିଅ ସବୁଠି ବର୍ଣ୍ଣିତ ସମାଜ ରେ ନାରୀ ପୁଣି ଆଜି ଅବହେଳିତ।। ବୋହୂ ଟିଏ ଖୋଜା ପଡେ ନିଜ ପୁଅ ପାଇଁ ବୋହୂ କୋଳେ ଝିଅ ହେଲେ ତାକୁ ଲୋଡା ନାହିଁ।। କେତେ ଯୋଜନା କାର୍ଯକାରୀ ଝିଅ ଟିଏ ପାଇଁ କନ୍ୟା ଭୃଣ ହତ୍ୟା ହୁଏ ପୁଣିକି ପାଇଁ।। ଆଜିର ଝିଅ ନୁହେଁ ରେ ଅବଳା.. ତଥାପି ଏ ଦୁନିଆ ଝିଅ ପାଇଁ କରେ କାହିଁ ହେଳା।। ©Mamata Sau

#ନାରୀ
#Women

People who shared love close

More like this

Trending Topic