International Women's Day
  • Latest
  • Popular
  • Video

ନାରୀ ତୁହି ବନ୍ଦନୀୟା """""""""""""""" ନାରୀ ତୁହି ବନ୍ଦନୀୟା କେତେ ରୂପ ତୋହରି ସେନେହ ମମତା ର ପ୍ରତୀକ ସାଜୁ ତୁହି ଭଗିନୀ ଦୁହିତା ବୋଲାଉ ପରା ସାଜୁ ପୁଣି ଘରଣୀ।। ମାତୃ ରୂପେ ସନ୍ତାନ ର ସହୁ କେତେ ଅଳି ସ୍ତ୍ରୀ ସାଜି ସ୍ବାମୀ ସାଥେ ଚାଲି ଥାଉ ପୁଣି।। ଗର୍ଭ ର ଯନ୍ତ୍ରଣା ପୁଣି ନିନ୍ଦା ଅପବାଦ ଦୁଃଖ କଷ୍ଟ ସହି ଚାଲୁ ଜୀବନ ର ବାଟ।। ତୋ ଲୁହ ଲୁଚାଉ ପରା ଦୁନିଆ ଆଗରେ ଛାତି ରେ ପଥର ଲଦି ଓଠ ରେ ହସୁରେ।। ଚିରବନ୍ଦନିୟା ତୁହି ତୋ ରୂପ ଅନେକ ଅନ୍ୟାୟ ଦେଖିଲେ ସାଜୁ ଦୁର୍ଗା ମା ରୂପ।। ନାରୀ ଅଟେ ପୂଜନୀୟ ସଭିଁଏ କୁହନ୍ତି ....ତଥାପି କାହିଁ ଅତ୍ୟାଚାର ଭଷ୍ଟାଚାର ଦୁଷ୍କର୍ମ କରନ୍ତି।। ନାରୀଙ୍କୁ ସମ୍ମାନ ଦିଅ ସବୁଠି ବର୍ଣ୍ଣିତ ସମାଜ ରେ ନାରୀ ପୁଣି ଆଜି ଅବହେଳିତ।। ବୋହୂ ଟିଏ ଖୋଜା ପଡେ ନିଜ ପୁଅ ପାଇଁ ବୋହୂ କୋଳେ ଝିଅ ହେଲେ ତାକୁ ଲୋଡା ନାହିଁ।। କେତେ ଯୋଜନା କାର୍ଯକାରୀ ଝିଅ ଟିଏ ପାଇଁ କନ୍ୟା ଭୃଣ ହତ୍ୟା ହୁଏ ପୁଣିକି ପାଇଁ।। ଆଜିର ଝିଅ ନୁହେଁ ରେ ଅବଳା.. ତଥାପି ଏ ଦୁନିଆ ଝିଅ ପାଇଁ କରେ କାହିଁ ହେଳା।। ©Mamata Sau

#କବିତା #ନାରୀ #Women  ନାରୀ ତୁହି ବନ୍ଦନୀୟା
""""""""""""""""
ନାରୀ ତୁହି ବନ୍ଦନୀୟା କେତେ ରୂପ ତୋହରି
ସେନେହ ମମତା ର ପ୍ରତୀକ ସାଜୁ ତୁହି ଭଗିନୀ
ଦୁହିତା ବୋଲାଉ ପରା ସାଜୁ ପୁଣି ଘରଣୀ।।
ମାତୃ ରୂପେ ସନ୍ତାନ ର ସହୁ କେତେ ଅଳି
ସ୍ତ୍ରୀ ସାଜି ସ୍ବାମୀ ସାଥେ ଚାଲି ଥାଉ ପୁଣି।।
ଗର୍ଭ ର ଯନ୍ତ୍ରଣା ପୁଣି ନିନ୍ଦା ଅପବାଦ
ଦୁଃଖ କଷ୍ଟ ସହି ଚାଲୁ ଜୀବନ ର ବାଟ।।
ତୋ ଲୁହ ଲୁଚାଉ ପରା ଦୁନିଆ ଆଗରେ
ଛାତି ରେ ପଥର ଲଦି ଓଠ ରେ ହସୁରେ।।
ଚିରବନ୍ଦନିୟା ତୁହି ତୋ ରୂପ ଅନେକ 
ଅନ୍ୟାୟ ଦେଖିଲେ ସାଜୁ ଦୁର୍ଗା ମା ରୂପ।।
ନାରୀ ଅଟେ ପୂଜନୀୟ ସଭିଁଏ କୁହନ୍ତି ....ତଥାପି କାହିଁ
ଅତ୍ୟାଚାର ଭଷ୍ଟାଚାର ଦୁଷ୍କର୍ମ କରନ୍ତି।।
ନାରୀଙ୍କୁ ସମ୍ମାନ ଦିଅ ସବୁଠି ବର୍ଣ୍ଣିତ
ସମାଜ ରେ ନାରୀ ପୁଣି ଆଜି ଅବହେଳିତ।।
ବୋହୂ ଟିଏ ଖୋଜା ପଡେ ନିଜ ପୁଅ ପାଇଁ
ବୋହୂ କୋଳେ ଝିଅ ହେଲେ ତାକୁ ଲୋଡା ନାହିଁ।।
କେତେ ଯୋଜନା କାର୍ଯକାରୀ ଝିଅ ଟିଏ ପାଇଁ
କନ୍ୟା ଭୃଣ ହତ୍ୟା ହୁଏ ପୁଣିକି ପାଇଁ।।
ଆଜିର ଝିଅ ନୁହେଁ ରେ ଅବଳା..
ତଥାପି ଏ ଦୁନିଆ ଝିଅ ପାଇଁ କରେ କାହିଁ ହେଳା।।

©Mamata Sau
#international_womens_day #Quotes  A woman's work is never done
good night

©gopi kiran

हौसला हैं लड़ने का, ऊँची उड़ान उसे प्यारी हैं, समय हैं मज़बूत बनने का, जीत लेनी दुनिया सारी हैं, हार कर भी ना हारेगी, क्युकी कमज़ोर अब नहीं "नारी " हैं.... ©Diksha Yadav

#international_womens_day  हौसला हैं लड़ने का, 
ऊँची उड़ान उसे प्यारी हैं, 
समय हैं मज़बूत बनने का, 
जीत लेनी दुनिया सारी हैं, 
हार कर भी ना हारेगी, 
क्युकी कमज़ोर अब नहीं 
"नारी " 
हैं....

©Diksha Yadav

#international_womens_day A dedication to all the ladies who do their 24*7 duties..

17 Love

हर दिन होना चाहिये नारी कि नाम क्युकी वो बिना रोक करती है हर काम।। ©Popy

#international_womens_day #Quotes  हर दिन होना चाहिये नारी कि नाम

क्युकी वो बिना रोक करती है हर काम।।

©Popy

ସ୍ଵପ୍ନପୁରୀ ଚିରାଫଟା ପିନ୍ଧି ଚନ୍ଦନ ମାଖଇ ଚିରକାଳ ପୁଣ୍ଯା ନାରୀ, ସଭିଙ୍କ ସପନେ ସପନ ସାଉଁଟେ ତାର ହୃଦ ସ୍ଵପ୍ନପୁରୀ । ******** ©ସୁଜିତ୍ କୁମାର ମିଶ୍ର

#international_womens_day #କବିତା  ସ୍ଵପ୍ନପୁରୀ 

ଚିରାଫଟା ପିନ୍ଧି    ଚନ୍ଦନ ମାଖଇ 
    ଚିରକାଳ ପୁଣ୍ଯା ନାରୀ,
ସଭିଙ୍କ ସପନେ   ସପନ ସାଉଁଟେ 
   ତାର ହୃଦ ସ୍ଵପ୍ନପୁରୀ ।
        ********

©ସୁଜିତ୍ କୁମାର ମିଶ୍ର

मोह के रंग-बिरंगे धागे अक्सर बांधे रहते है उसे नहीं भरने देते उड़ान उसके कोमल स्वप्नों को और वह निश्चल भाव से पोषित करती है इन्हें और छोड़ देती है अपने लिए जीना स्वप्न देखना क्योंकि ये रिवाजों की पोटली मिली थी उसे दहेज में। ©Lalita Pandey

#international_womens_day #ज़िन्दगी  मोह के रंग-बिरंगे धागे
अक्सर बांधे रहते है उसे
नहीं भरने देते उड़ान 
उसके कोमल स्वप्नों को
और वह निश्चल भाव से
 पोषित करती है इन्हें
और छोड़ देती है 
अपने लिए जीना
स्वप्न देखना
क्योंकि ये रिवाजों की पोटली
मिली थी उसे दहेज में।

©Lalita Pandey
Trending Topic