ସ୍ଵପ୍ନପୁରୀ ଚିରାଫଟା ପିନ୍ଧି ଚନ୍ଦନ ମାଖଇ ଚିର | ଓଡ଼ିଆ କବିତା

"ସ୍ଵପ୍ନପୁରୀ ଚିରାଫଟା ପିନ୍ଧି ଚନ୍ଦନ ମାଖଇ ଚିରକାଳ ପୁଣ୍ଯା ନାରୀ, ସଭିଙ୍କ ସପନେ ସପନ ସାଉଁଟେ ତାର ହୃଦ ସ୍ଵପ୍ନପୁରୀ । ******** ©ସୁଜିତ୍ କୁମାର ମିଶ୍ର"

 ସ୍ଵପ୍ନପୁରୀ 

ଚିରାଫଟା ପିନ୍ଧି    ଚନ୍ଦନ ମାଖଇ 
    ଚିରକାଳ ପୁଣ୍ଯା ନାରୀ,
ସଭିଙ୍କ ସପନେ   ସପନ ସାଉଁଟେ 
   ତାର ହୃଦ ସ୍ଵପ୍ନପୁରୀ ।
        ********

©ସୁଜିତ୍ କୁମାର ମିଶ୍ର

ସ୍ଵପ୍ନପୁରୀ ଚିରାଫଟା ପିନ୍ଧି ଚନ୍ଦନ ମାଖଇ ଚିରକାଳ ପୁଣ୍ଯା ନାରୀ, ସଭିଙ୍କ ସପନେ ସପନ ସାଉଁଟେ ତାର ହୃଦ ସ୍ଵପ୍ନପୁରୀ । ******** ©ସୁଜିତ୍ କୁମାର ମିଶ୍ର

#international_womens_day

People who shared love close

More like this

Trending Topic