ତମ ପାଇଁ କିଛି ଲେଖିବାକୁ ଚାହିଁଥିଲି କିନ୍ତୁ ତମେ ମୋ ଭାବନ | ଓଡ଼ିଆ कविता

"ତମ ପାଇଁ କିଛି ଲେଖିବାକୁ ଚାହିଁଥିଲି କିନ୍ତୁ ତମେ ମୋ ଭାବନାରେ ଏମିତି ଅଛ ଯେ ମୁଁ ମୋ ଭାବନାକୁ ଭୁଲି ଯାଉଛି। ସତରେ କଣ ସ୍ମୃତି ଆସିଲା ପରେ ଭାବନାକୁ ଭୁଲିବାକୁ ପଡେ, ନା ଭାବନା ବଢେ ସେ ସ୍ମୃତିର ବାହାନାରେ। ©swetasumanmishra"

 ତମ ପାଇଁ କିଛି ଲେଖିବାକୁ ଚାହିଁଥିଲି
କିନ୍ତୁ ତମେ ମୋ ଭାବନାରେ ଏମିତି ଅଛ ଯେ
 ମୁଁ ମୋ ଭାବନାକୁ ଭୁଲି ଯାଉଛି।
ସତରେ କଣ 
ସ୍ମୃତି ଆସିଲା ପରେ ଭାବନାକୁ ଭୁଲିବାକୁ ପଡେ,
ନା ଭାବନା ବଢେ ସେ ସ୍ମୃତିର ବାହାନାରେ।

©swetasumanmishra

ତମ ପାଇଁ କିଛି ଲେଖିବାକୁ ଚାହିଁଥିଲି କିନ୍ତୁ ତମେ ମୋ ଭାବନାରେ ଏମିତି ଅଛ ଯେ ମୁଁ ମୋ ଭାବନାକୁ ଭୁଲି ଯାଉଛି। ସତରେ କଣ ସ୍ମୃତି ଆସିଲା ପରେ ଭାବନାକୁ ଭୁଲିବାକୁ ପଡେ, ନା ଭାବନା ବଢେ ସେ ସ୍ମୃତିର ବାହାନାରେ। ©swetasumanmishra

#Betterhalf
#Poet #poatry #India #thoughts #India

People who shared love close

More like this

Trending Topic