English
ନିୟତି ବନ୍ଧନ
swetasumanmishra
27 View
ସ୍ବଭାବଂ ନୈବ ମୁଞ୍ଚନ୍ତି ସନ୍ତଃ ସଂସର୍ଗତୋऽସତାମ୍ । ନ ତ୍ୟଜନ୍ତି ରୁତଂ ମଞ୍ଜୁ କାକ ସମ୍ପର୍କତଃ ପିକାଃ ।। କୁଆ ଦ୍ଵାରା ଲାଲିତପାଳିତ କୋଇଲି ତା'ର ମଧୁର ସ୍ୱରକୁ ନ ଛାଡ଼ିଲା ପରି ଦୁଷ୍ଟ ସଂସର୍ଗରେ ପଡ଼ିଲେ ମଧ୍ୟ ସଜ୍ଜନ ତା'ର ସ୍ଵଭାବକୁ ତ୍ୟାଗ କରେ ନାହିଁ। ©swetasumanmishra
13 Love
यस्यामतं तस्य मतं मतं यस्य न वेद सः । अविज्ञातं विजानतां विज्ञातमविजानताम् ॥ २.३ ॥(केनोपनिषद्) ଯେ ଜାଣିଛି ସେ ଅଜ୍ଞେୟ ବୋଲି ଜାଣେ, ତେଣୁ କିଛି ଜାଣି ନାହିଁ ବୋଲି କହେ। ଯେ ଜାଣିଛି ବୋଲି କହେ ସେ କିଛି ଜାଣି ନାହିଁ। ଯେ ଆତ୍ମ ତତ୍ତ୍ଵ ସହ ସାକ୍ଷାତକାର କରନ୍ତି ତାଙ୍କ ପାଇଁ ଆତ୍ମା ଅଗୋଚର ଅଟେ। ଯେ ସାକ୍ଷାତକାର କରି ନାହାନ୍ତି ସେ ସବୁ ଜାଣିଛନ୍ତି ବୋଲି ଭାବନ୍ତି। ©swetasumanmishra
12 Love
ଶୁଣୁ ଶୁଣୁ କଥା ତୋର ସ୍ମୃତିକୁ ଶୁଣିଲି ଗୁଣୁ ଗୁଣୁ ଗାଇ ଗାଇ ସ୍ମୃତିକୁ ବୁଝିଲି ସ୍ମୃତି ମୋର ସ୍ମୃତି ମୋର ଭଲ ପାଇଗଲି ତତେ ଭଲ ପାଇଗଲି ©swetasumanmishra
11 Love
ସ୍ମୃତିରେ ରହିବାକୁ ଚାହୁଁଛି ସ୍ମୃତି ସହିତ ରହିବାକୁ ଚାହୁଁଛି। ©swetasumanmishra
14 Love
ତମ ପାଇଁ କିଛି ଲେଖିବାକୁ ଚାହିଁଥିଲି କିନ୍ତୁ ତମେ ମୋ ଭାବନାରେ ଏମିତି ଅଛ ଯେ ମୁଁ ମୋ ଭାବନାକୁ ଭୁଲି ଯାଉଛି। ସତରେ କଣ ସ୍ମୃତି ଆସିଲା ପରେ ଭାବନାକୁ ଭୁଲିବାକୁ ପଡେ, ନା ଭାବନା ବଢେ ସେ ସ୍ମୃତିର ବାହାନାରେ। ©swetasumanmishra
You are not a Member of Nojoto with email
or already have account Login Here
Will restore all stories present before deactivation. It may take sometime to restore your stories.
Continue with Social Accounts
Download App
Stories | Poetry | Experiences | Opinion
कहानियाँ | कविताएँ | अनुभव | राय
Continue with
Download the Nojoto Appto write & record your stories!
Continue with Social Accounts
Facebook Googleor already have account Login Here