tags

New ego love quotes Status, Photo, Video

Find the latest Status about ego love quotes from top creators only on Nojoto App. Also find trending photos & videos about ego love quotes.

  • Latest
  • Popular
  • Video

White सुकून से देखो हम दिल मे बसते हैं आपके बस एक बार अपना दिल तलाश कर देखो आपका हमदर्द ©Kiran Pawara

#Sad_Status #Quotes  White सुकून से देखो हम दिल मे बसते हैं आपके
बस एक बार अपना दिल तलाश कर देखो 

आपका हमदर्द

©Kiran Pawara

#Sad_Status #Love love quotes quotes on love quotes love quotes in hindi a love quotes

16 Love

#Quotes

Heart VS Ego

54 View

#ପ୍ରେମ_ଟିକେ_ଅଗଲା_ପ୍ରକାର 💞"ସ୍ଵାଭିମାନ ବନାମ ଜିଦ୍"💔 ସେଦିନ ତା' ସହ ଦେଖା ହେଲା କାଫେ ୪୪ ରେ। ଶୀତ ତାପ ନିୟନ୍ତ୍ରିତ ଗୋପନୀୟତା ରଖିପାରୁଥିବା ଗୋଲ୍ ଟେବୁଲ୍। ଆଉ ମହମବତୀ ର ଭ୍ରମ ସୃଷ୍ଟି କରୁଥିବା ଚାଇନା ଲାଇଟ୍। ଟେବୁଲ୍ ର ଦୁଇ ଅପର ପାର୍ଶ୍ଵରେ ସେ ଆଉ ମୁଁ। ସେ ମୋ ପାଇଁ ଆସିଥିଲା କି ମୁଁ ତା' ପାଇଁ ସେଠାକୁ ଯାଇଥିଲି ସେଇଟା ଗୋଟେ ଅଧା ଦେଖା ସ୍ଵପ୍ନ ଯାହାକୁ ନା ସତ ଭାବିହେବ ନା ଠିକ୍ ରେ ମନେ ପକାଇ ଭୁଲି ହୋଇପାରିହେବ । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ତା'ର ଆଉ ମୋର ଏ ଭେଟଘାଟ।କିଛି ସମୟ ତଥାପି ୨୦ରୁ ୨୫ମି. ର ନୀରବତା। ନୀରବତା କ'ଣ ଯେ ସେ ତା' ଜିଦ୍ ରେ ଅଟଳ ଆଉ ମୁଁ ମୋ ପୌରୁଷ ପଣିଆର ଆତ୍ମସ୍ୱାଭିମାନ । କେହି କାହାକୁ କିଛି କହିବାକୁ ଯେମିତି ଜ୍ୟୋତିଷ ଗଣନା କରିବାକୁ ହେବ।ପାଖାପାଖି ୩୦ମିନିଟ୍ ପରେ ବାଧ୍ୟ ହୋଇ ପଚାରିଲି, "କିଛି କହିବ ନା ସେମିତି ନିଜ ଜିଦ୍ ସହ ସେମିତି ଅତୁଟ ବନ୍ଧନର ରହିଥିବ ? ଆଉ ପ୍ରତିଉତ୍ତର ଆସିଲା,"ହୁଁ"ହୁଁ କ'ଣ ଯେ, କଥା କହି ପାରୁନ କି? ମୁଁ ଓଡିଆ ରେ ପଚାରୁଛି ଆଉ ତୁମେ ଓଡିଆ ରେ କୁହ।ପୁଣି ସେଇ ହୁଁ।କ'ଣ କିଛି କହିବ ନା ମୁଁ ପଳେଇବି, ଏଥର ଓଡ଼ିଆ ଭାଷାରେ ଆଉ ଦୁଇଟି ଅକ୍ଷର ଯୋଡ଼ି ହେବା ପରି ଉତ୍ତର ଆସିଲା ''। ସ୍ଵାଭିମାନ କୁ ବଞ୍ଚେଇ ଉଠିବାକୁ ଭାବୁଥିଲି କିନ୍ତୁ ଏ ଅବୁଝା ମନଟା ଜମା ମାନିଲା ନାହିଁ, ହୁଁ ରୁ ଜାଣିନି ର ସଫଳତାକୁ ବଡ଼ ଭାବି ବସି ରହିଲି । ବେଶ୍ କିଛି ସମୟ ଏମିତି ଜାଣିନି, ହୁଁ, କୁହ କହିବ କି ନାହିଁ ର ଏ ଭିଡ଼ ଭିତରେ, ନିର୍ଯ୍ୟାସ ସେ ଜିଦ୍ ରେ ଉଠିକି ନିଜ ରାସ୍ତାରେ ଆଉ ମୋ ସ୍ଵାଭିମାନ କୁ ମୁଣ୍ଡେଇ ମୋ ରାସ୍ତାରେ। ଟେବୁଲ୍ ରେ ଥୁଆ ହୋଇଥିବା ବିଚରା ମେନୁ କାର୍ଡ ଟା ନିଜର ଅର୍ଧାଂଶ କୁ ତ୍ୟାଗୀ ଦେଇଥିଲା ସ୍ଵାଭିମାନ ଆଉ ଏ ଜିଦ୍ ର ବିଶ୍ବଯୁଦ୍ଧରେ। ©Rajguru

#ପ୍ରେମ_ଟିକେ_ଅଗଲା_ପ୍ରକାର #ରାଜଗୁରୁ #ପ୍ରେମ #ego  #ପ୍ରେମ_ଟିକେ_ଅଗଲା_ପ୍ରକାର

💞"ସ୍ଵାଭିମାନ ବନାମ ଜିଦ୍"💔
ସେଦିନ ତା' ସହ ଦେଖା ହେଲା କାଫେ ୪୪ ରେ। 
ଶୀତ ତାପ ନିୟନ୍ତ୍ରିତ ଗୋପନୀୟତା ରଖିପାରୁଥିବା ଗୋଲ୍ ଟେବୁଲ୍। 
ଆଉ ମହମବତୀ ର ଭ୍ରମ ସୃଷ୍ଟି କରୁଥିବା ଚାଇନା ଲାଇଟ୍।
ଟେବୁଲ୍ ର ଦୁଇ ଅପର ପାର୍ଶ୍ଵରେ ସେ ଆଉ ମୁଁ।
ସେ ମୋ ପାଇଁ ଆସିଥିଲା କି ମୁଁ ତା' ପାଇଁ ସେଠାକୁ ଯାଇଥିଲି 
ସେଇଟା ଗୋଟେ ଅଧା ଦେଖା ସ୍ଵପ୍ନ ଯାହାକୁ ନା ସତ ଭାବିହେବ ନା ଠିକ୍ ରେ ମନେ ପକାଇ  
ଭୁଲି ହୋଇପାରିହେବ । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ତା'ର ଆଉ ମୋର ଏ ଭେଟଘାଟ।କିଛି ସମୟ ତଥାପି ୨୦ରୁ ୨୫ମି. ର ନୀରବତା। 
ନୀରବତା କ'ଣ ଯେ ସେ ତା' ଜିଦ୍ ରେ ଅଟଳ ଆଉ ମୁଁ ମୋ ପୌରୁଷ ପଣିଆର ଆତ୍ମସ୍ୱାଭିମାନ । କେହି କାହାକୁ କିଛି କହିବାକୁ ଯେମିତି ଜ୍ୟୋତିଷ ଗଣନା କରିବାକୁ ହେବ।ପାଖାପାଖି ୩୦ମିନିଟ୍ ପରେ ବାଧ୍ୟ ହୋଇ ପଚାରିଲି, 
"କିଛି କହିବ ନା ସେମିତି ନିଜ ଜିଦ୍ ସହ ସେମିତି ଅତୁଟ ବନ୍ଧନର ରହିଥିବ  ?
ଆଉ ପ୍ରତିଉତ୍ତର ଆସିଲା,"ହୁଁ"ହୁଁ କ'ଣ ଯେ, କଥା କହି ପାରୁନ କି? ମୁଁ ଓଡିଆ ରେ ପଚାରୁଛି ଆଉ ତୁମେ ଓଡିଆ ରେ କୁହ।ପୁଣି ସେଇ ହୁଁ।କ'ଣ କିଛି କହିବ ନା ମୁଁ ପଳେଇବି, 
ଏଥର ଓଡ଼ିଆ ଭାଷାରେ ଆଉ ଦୁଇଟି ଅକ୍ଷର ଯୋଡ଼ି ହେବା ପରି ଉତ୍ତର ଆସିଲା ''।
ସ୍ଵାଭିମାନ କୁ ବଞ୍ଚେଇ ଉଠିବାକୁ ଭାବୁଥିଲି କିନ୍ତୁ ଏ ଅବୁଝା ମନଟା ଜମା ମାନିଲା ନାହିଁ, 
ହୁଁ ରୁ ଜାଣିନି ର ସଫଳତାକୁ ବଡ଼ ଭାବି ବସି ରହିଲି ।
ବେଶ୍ କିଛି ସମୟ ଏମିତି ଜାଣିନି, ହୁଁ, କୁହ କହିବ କି ନାହିଁ ର 
ଏ ଭିଡ଼ ଭିତରେ, ନିର୍ଯ୍ୟାସ ସେ ଜିଦ୍ ରେ ଉଠିକି ନିଜ ରାସ୍ତାରେ ଆଉ 
ମୋ ସ୍ଵାଭିମାନ କୁ ମୁଣ୍ଡେଇ ମୋ ରାସ୍ତାରେ। 
ଟେବୁଲ୍ ରେ ଥୁଆ ହୋଇଥିବା ବିଚରା ମେନୁ କାର୍ଡ ଟା ନିଜର 
ଅର୍ଧାଂଶ କୁ ତ୍ୟାଗୀ ଦେଇଥିଲା ସ୍ଵାଭିମାନ ଆଉ ଏ ଜିଦ୍ ର ବିଶ୍ବଯୁଦ୍ଧରେ।

©Rajguru
#वीडियो

Confidence VS Ego

81 View

#Quotes #ego

#ego #society A man without ego

117 View

White What will you achive? Where would you go.. carrying tons of Ego.... ©Manmohan Singh

#Motivational #sad_shayari  White What will you achive?
Where would you go..
carrying tons of Ego....

©Manmohan Singh

#sad_shayari ego

15 Love

Trending Topic