English
srotaswini parida
81 View
54 View
ତୁମ ପିଠି ଯଦି ହୁଅନ୍ତା ଏକ କଳାପଟା ଚୁମ୍ବନରେ ଲେଖି ଦିଅନ୍ତି ମେଞ୍ଚା ମେଞ୍ଚା ପ୍ରେମ କବିତା। ©srotaswini parida
9 Love
ଫଗୁଣ ଟା ଫେରିଗଲା ପରେ ପୃଥିବୀ ଟା ରଂଗହୀନ ସବୁକିଛି ଶୁନଶାନ୍ ଆଉ ନିସ୍ତବ୍ଧ ଆଖିସବୁ ବାଟବଣା ମନ ହୁଏ ଆନମନା ସେ ଭାବନାରେ,ହଜିବାକୁ ହୁଏ ବାଧ୍ୟ। ©srotaswini parida
8 Love
ପବନଟା ଆଜି ଭାରି ଫୁଲେଇ ହେଉଛି କୋହଲା କୋହଲା ପାଗ ଇସାରା ଦେଉଛି ଏତେଦିନ ପରେ ବୋଧେ ଫଗୁଣ ଫେରିଛି । ©srotaswini parida
5 Love
336 View
You are not a Member of Nojoto with email
or already have account Login Here
Will restore all stories present before deactivation. It may take sometime to restore your stories.
Continue with Social Accounts
Download App
Stories | Poetry | Experiences | Opinion
कहानियाँ | कविताएँ | अनुभव | राय
Continue with
Download the Nojoto Appto write & record your stories!
Continue with Social Accounts
Facebook Googleor already have account Login Here