Saipada Brajamohan

Saipada Brajamohan Lives in Odisha, Odisha, India

FB/Insta/YouTube channel - Saipada Brajamohan

https://www.youtube.com/channel/UCStJiof6DFB7JfIWQii5NGQ

  • Latest
  • Popular
  • Repost
  • Video

White ପଚାରନି ମତେ କହିପାରିବିନି, କାଇଁ ମୋ ଆଖିରେ ଲୁହ; କହିପାରୁଥାନ୍ତି ଯଦି ବା ଥାଆନ୍ତା କାଇଁ ମୋ ଆଖିରେ ଲୁହ ! ©Saipada Brajamohan

#କବିତା #sad_shayari  White ପଚାରନି ମତେ କହିପାରିବିନି, କାଇଁ ମୋ ଆଖିରେ ଲୁହ;
କହିପାରୁଥାନ୍ତି ଯଦି ବା ଥାଆନ୍ତା କାଇଁ ମୋ ଆଖିରେ ଲୁହ !

©Saipada Brajamohan

#sad_shayari କାଇଁ ମୋ ଆଖିରେ ଲୁହ !

13 Love

White ଜାଣିନ ଯଦି ମୁଁ ହାରିଥିଲି କେତେ, କେତେଥର ଝୁଣ୍ଟିଥିଲି; ଜିତିଗଲେ କହିବନି, "ପାଇଗଲା ଭାଗ୍ୟରେ ତା ଥିଲା ବୋଲି ।" @suvam@ ©Saipada Brajamohan

#Emotional_Shayari #ଜୀବନ  White ଜାଣିନ ଯଦି ମୁଁ ହାରିଥିଲି କେତେ, କେତେଥର ଝୁଣ୍ଟିଥିଲି;
ଜିତିଗଲେ କହିବନି, "ପାଇଗଲା ଭାଗ୍ୟରେ ତା ଥିଲା ବୋଲି ।"
@suvam@

©Saipada Brajamohan

#Emotional_Shayari "ପାଇଗଲା ଭାଗ୍ୟରେ ତା ଥିଲା ବୋଲି ।"

1 Love

ଜୀବନର ମନ୍ଥନରେ ତୁମେ ବି ମନ୍ଥି ହବ, କେବେ ହାରିଯିବ ସବୁ କେବେ ହବ ଲାଭ, ହେଲେ ଯଦି ବିଷ ଲାଗେ ପ୍ରତି ଟି ମୁହୂର୍ତ୍ତ; ବିଷ ପାନ କରିବାକୁ ଆସିବେ ମହାଦେବ । @suvam@ ©Saipada Brajamohan

#ଶାୟାରି  ଜୀବନର ମନ୍ଥନରେ ତୁମେ ବି ମନ୍ଥି ହବ,
କେବେ ହାରିଯିବ ସବୁ କେବେ ହବ ଲାଭ,
ହେଲେ ଯଦି ବିଷ ଲାଗେ ପ୍ରତି ଟି ମୁହୂର୍ତ୍ତ;
ବିଷ ପାନ କରିବାକୁ ଆସିବେ ମହାଦେବ ।
@suvam@

©Saipada Brajamohan

ଆସିବେ ମହାଦେବ

13 Love

ସକାଳରୁ ସଞ୍ଜ ଦିଏ କାଟି, ନା ଆକାଶ ଦେଖେ ନା ମାଟି, ସକାଳରୁ ସଞ୍ଜ ଦିଏ କାଟି , ନା ପଦେ କଥା କହେ ପାଟି, ନାହିଁ ସାଙ୍ଗ ସାଥୀ ନାହିଁ ଖଟି, ନାହିଁ କାମ କିଛି ନାହିଁ ଛୁଟି, କେଜାଣି କାହିଁକି କେତେ ଦିନୁ ମୋର ଜୀବନ ବିତେ ଏମିତି; ଯେମିତି ଶୋଷରେ ପାଣି ପିଏ ହେଲେ ସିଲେଇ ହେଇଛି ତଣ୍ଟି । @suvam@ ©Saipada Brajamohan

#ଜୀବନ #Night #alone  ସକାଳରୁ ସଞ୍ଜ ଦିଏ କାଟି, ନା ଆକାଶ ଦେଖେ ନା ମାଟି,
ସକାଳରୁ ସଞ୍ଜ ଦିଏ କାଟି , ନା ପଦେ କଥା କହେ ପାଟି,
ନାହିଁ ସାଙ୍ଗ ସାଥୀ ନାହିଁ ଖଟି, ନାହିଁ କାମ କିଛି ନାହିଁ ଛୁଟି,
କେଜାଣି କାହିଁକି କେତେ ଦିନୁ ମୋର ଜୀବନ ବିତେ ଏମିତି;
ଯେମିତି ଶୋଷରେ ପାଣି ପିଏ ହେଲେ ସିଲେଇ ହେଇଛି ତଣ୍ଟି ।
@suvam@

©Saipada Brajamohan

#Night #alone

16 Love

White ହସ ମଲା ପରେ ହସିବାକୁ ମିଳେ, ଶୋଷ ମଲା ପରେ ପାଣି, ଭୋକ ମଲା ପରେ ଖାଇବାକୁ ମିଳେ, ଏ ତ ଜୀବନ କାହାଣୀ । @suvam@ ©Saipada Brajamohan

#ଚିନ୍ତାଧାରା #Night  White ହସ ମଲା ପରେ ହସିବାକୁ ମିଳେ,
ଶୋଷ ମଲା ପରେ ପାଣି,
ଭୋକ ମଲା ପରେ ଖାଇବାକୁ ମିଳେ,
ଏ ତ ଜୀବନ କାହାଣୀ ।
@suvam@

©Saipada Brajamohan

#Night #Life

14 Love

ମୋ ଭାଗ୍ୟ ମୋ ଉପରେ ରାଗି ନଥାନ୍ତା, ମୋ କର୍ମର ଫଳ ବି ଭାଙ୍ଗି ନଥାନ୍ତା, ପୂର୍ବ ଜନ୍ମରେ କିଛି ତ ପାପ କରିଥିଲି, ନେହେଲ ଏ ଜନ୍ମରେ ଜୀବନ ଟା, ମୋତେ ଅଭିଶାପ ଭଳି ଲାଗି ନଥାନ୍ତା । @suvam@ ©Saipada Brajamohan

#ଚିନ୍ତାଧାରା  ମୋ ଭାଗ୍ୟ ମୋ ଉପରେ ରାଗି ନଥାନ୍ତା,
ମୋ କର୍ମର ଫଳ ବି ଭାଙ୍ଗି ନଥାନ୍ତା,
ପୂର୍ବ ଜନ୍ମରେ କିଛି ତ ପାପ କରିଥିଲି,
ନେହେଲ ଏ ଜନ୍ମରେ ଜୀବନ ଟା, ମୋତେ ଅଭିଶାପ ଭଳି ଲାଗି ନଥାନ୍ତା ।
@suvam@

©Saipada Brajamohan

ଅଭିଶାପ

12 Love

Trending Topic