English
love letter quotes, love letter in english, love letter.
1483 Stories
बंद लिफ़ाफा प्यार का, तुम्हारे लिए भेजा है। खोल कर देखो तो सही, क्या सरप्राइज़ भेजा है। पसंद आए तो स्वीकार करना, न आए तो बहा देना। जो भी हो तुम्हारे मन में, सीधा सीधा बता देना।। ©Miss Shalini
Miss Shalini
17 Love
ये सब कहने को सिर्फ ना इश्क ना ग़म देखो कितने खुश है हम ©Ritik9Raja
Ritik9Raja
15 Love
बेचारा दिल हर रोज पूछता है तुम्हारे बारे मे,, मै मुस्कुरा कर कह देता हूँ, बस आते ही होंगे!! 😊😊💯💯❤❤ ©Ansari Nafees
Ansari Nafees
ଚିଠି ଆଜି ବି ମନେଅଛି ଇତିହାସ କ୍ଲାସ୍ ରେ ସାର୍ ମୋଗଲ୍ ସାମ୍ରାଜ୍ୟ ପଢ଼ାଉଥିଲେ ବେଳେ ସାଙ୍ଗ ପାଖକୁ ଲେଖୁଥିବା ସେ ଛୋଟ ଛୋଟ କାଗଜର ଚିଠି ସବୁ। କେବେ ସାଙ୍ଗ ହୋଇ କ୍ଲାସ୍ ରୁ ବାହାରି ଯିବାର ପ୍ରସ୍ତୁତି ତ ପୁଣି କେବେ କିଏ କାହାକୁ ଅନେଇ ହସୁଛିର ବିଶ୍ଳେଷଣ ।କେଇ ଖଣ୍ଡ କାଗଜ ରେ କେତେ କଥା ଲେଖି ହେଇଯାଉଥିଲା। ସେବେ ଠୁ ଚିଠି ପ୍ରତି ମୋର ଅଜଣା ଏକ ଦୁର୍ବଳତା। କିଏ ଯେବେ ପଚାରେ ଉପହାର କଣ ଦରକାର ବୋଲି ନିର୍ଦ୍ଵନ୍ଦରେ ମୁଁ କହି ଦିଏ ଚିଠି ଖଣ୍ଡେ। କାହା ପାଇଁ କାଗଜ ଫର୍ଦ୍ଦ ଟିଏ ହେଇପାରେ ସେ ହେଲେ ମୋ ପାଇଁ ମନର ଆଇନା ପରି । ଓଠ କହି ନପାରୁଥିବା କଥା ବି ଅଜାଣତେ ଫୁଟି ଉଠେ କାଗଜ ରେ। ଏମିତି ଅନେକ ଚିଠି ସାଇତି ରଖିଥାଏ ମୁଁ। କେବେ କେବେ ଏକା ଲାଗିଲେ ସେ ସବୁ କୁ ମନ ପୁରେଇ ପଢ଼ିନିଏ। ସେଦିନ ଏମିତି ଖୋଜୁ ଖୋଜୁ ବହୁତ୍ ପୁରୁଣା ଚିଠି ଟିଏ ପାଇଲି। ଛଅ ବର୍ଷ ତଳ ର ସ୍ମୃତି ସବୁ ଆଖି ଆଗରେ ନାଚି ଯାଉଥାଏ। ବନ୍ଧୁ ଜଣେ ଲେଖି ଥିଲେ ହଷ୍ଟେଲ ଛାଡ଼ିବା ଆଗରୁ। ଆଉ ତାଙ୍କ ଶେଷ ବାକ୍ୟ ଥିଲା ଏମିତି କିଛି " ଝିଅପିଲା ଭଳି ଟିକେ ଆଚରଣ ଆଉ ବେଶ ରଖ୍ ହେଲେ ନିଜ ମନ କୁ କେବେ ପରିବର୍ତ୍ତନ କରିବୁନି ।" ସେଦିନ ଆଉ ଆଜି ଭିତରେ ଅନେକ ତଫାତ୍। ତାଙ୍କ କଥା ମାନି ଆଚରଣ ଆଉ ବେଶ ସିନା ବଦଳେଇ ଦେଲି ହେଲେ ମନ କୁ ଆଗ ପରି ରଖିପାରିଲିନି। ତାଙ୍କ ଚିଠି ରେ ନିଜ ଅତୀତର ପ୍ରତିଛବି ଦେଖି ବର୍ତ୍ତମାନ ଟା ଭାରି ବିଚଳିତ ହୋଇପଡ଼ିଲା। ସତରେ କାଗଜର ସେଇ ଫର୍ଦ୍ଦ ଖଣ୍ଡେ କେତେ ଶୂନ୍ୟସ୍ଥାନ ପୂରଣ କରିଦେଇ ଗଲା ତାହା ପ୍ରେରକ ଆଉ ପାଠକର ଏକାନ୍ତ ନିଜସ୍ଵ ଉପଲବ୍ଧି। ହସ ଲୁହରେ ଭିଜା ଚିଠି ଟିଏ ଆଗରେ ହାରିଯାଏ ଯାନ୍ତ୍ରିକ ଯୁଗର ଇମୋଜି ଭାର ଅଧା ଖଣ୍ଡି ଇଂରାଜୀ ଭାଷାର ବାର୍ତ୍ତା। @ଅମୃତା ©Bhagyalaxmi Behera
Bhagyalaxmi Behera
7 Love
Kumar.Satyajit
108 View
Malwinder kaur Mmmmalwinder
162 View
You are not a Member of Nojoto with email
or already have account Login Here
Will restore all stories present before deactivation. It may take sometime to restore your stories.
Continue with Social Accounts
Download App
Stories | Poetry | Experiences | Opinion
कहानियाँ | कविताएँ | अनुभव | राय
Continue with
Download the Nojoto Appto write & record your stories!
Continue with Social Accounts
Facebook Googleor already have account Login Here