ଅନ୍ଧାର 

ଦେଖିଲେ ଅନ୍ଧାର ଥରି ଉଠେ ଆଜି ଏ ଛାତି, 
ଆସିଛି
  • Latest
  • Popular
  • Video

ଅନ୍ଧାର ଦେଖିଲେ ଅନ୍ଧାର ଥରି ଉଠେ ଆଜି ଏ ଛାତି, ଆସିଛି କାଳିମା ସତେ କି ଆଜି ଉଁଆସ ରାତି, ଘୋଟି ଆସିଲାଣି ଅନ୍ଧାର ଚୌଦିଗ ଦିଶୁ ନାହିଁ, ଲାଗୁଛି ଯେମିତି ଅନ୍ଧକାର ରାକ୍ଷସ ମୋ ଆଡ଼କୁ ଆସୁଛି ଧାଇଁ, ମିଞ୍ଜି ମିଞ୍ଜି ତାରକା ଏତେ, ସତେ ଆଜି କୁଆଡେ ଗଲେଣି, ଭୟ ଆସିଲାଣି ମନ କୁ ଏବେ ବାହାରିବେ ଯେତେ ସବୁ ନିଶାଚୋର ପ୍ରାଣୀ, ଏ କି କାଳ ଅନ୍ଧକାର ଆସିଛି ମୋ ପାଇଁ ଆଜି, ଫେରିଯିବା ପାଇଁ ପାଉନି ବାଟ ମୁଁ ଖୋଜି, ଦେଖିଲେ ଅନ୍ଧାର ଥରି ଉଠେ ଆଜି ଏ ଛାତି, ଆସିଛି କାଳିମା ସତେ କି ଆଜି ଉଁଆସ ରାତି... ©Lili Dey

 ଅନ୍ଧାର 

ଦେଖିଲେ ଅନ୍ଧାର ଥରି ଉଠେ ଆଜି ଏ ଛାତି, 
ଆସିଛି କାଳିମା ସତେ କି ଆଜି ଉଁଆସ ରାତି,
ଘୋଟି ଆସିଲାଣି ଅନ୍ଧାର ଚୌଦିଗ ଦିଶୁ ନାହିଁ,
ଲାଗୁଛି ଯେମିତି ଅନ୍ଧକାର ରାକ୍ଷସ ମୋ ଆଡ଼କୁ ଆସୁଛି ଧାଇଁ,
ମିଞ୍ଜି ମିଞ୍ଜି ତାରକା ଏତେ, ସତେ ଆଜି କୁଆଡେ ଗଲେଣି,
ଭୟ ଆସିଲାଣି ମନ କୁ ଏବେ ବାହାରିବେ ଯେତେ ସବୁ ନିଶାଚୋର ପ୍ରାଣୀ,
ଏ କି କାଳ ଅନ୍ଧକାର ଆସିଛି ମୋ ପାଇଁ ଆଜି,
ଫେରିଯିବା ପାଇଁ ପାଉନି ବାଟ ମୁଁ ଖୋଜି,
ଦେଖିଲେ ଅନ୍ଧାର ଥରି ଉଠେ ଆଜି ଏ ଛାତି,
ଆସିଛି କାଳିମା ସତେ କି ଆଜି ଉଁଆସ ରାତି...

©Lili Dey

first try Odia poetry

10 Love

Trending Topic