Dew Drop Quotes
  • Latest
  • Popular
  • Video

ओंस की बूँद चेहरे पर पड़ रही थी। ଶୀକର ସମୀରା ପ୍ରେମ ମହକିଲେ ଅନ୍ତରୁ ଝରଇ ଶୀକର ସମୀରା ଛୁଆଁ, ମୂହୁର୍ତ୍ତ ହୁଅଇ ମହାର୍ଘ ବସନ୍ତ ବର୍ଷି ବିରହର ନିଆଁ । **** ©ସୁଜିତ୍ କୁମାର ମିଶ୍ର

#କବିତା #HamariAdhur  ओंस की बूँद चेहरे पर पड़ रही थी। ଶୀକର ସମୀରା 

ପ୍ରେମ ମହକିଲେ   ଅନ୍ତରୁ ଝରଇ
      ଶୀକର ସମୀରା ଛୁଆଁ,
ମୂହୁର୍ତ୍ତ ହୁଅଇ   ମହାର୍ଘ ବସନ୍ତ
      ବର୍ଷି ବିରହର ନିଆଁ  ।
           ****

©ସୁଜିତ୍ କୁମାର ମିଶ୍ର

#HamariAdhur

10 Love

ओंस की बूँद चेहरे पर पड़ रही थी। ଶୀକର ସମୀରା ପ୍ରେମ ମହକିଲେ ଅନ୍ତରୁ ଝରଇ ଶୀକର ସମୀରା ଛୁଆଁ, ମୂହୁର୍ତ୍ତ ହୁଅଇ ମହାର୍ଘ ବସନ୍ତ ବର୍ଷି ବିରହର ନିଆଁ । **** ©ସୁଜିତ୍ କୁମାର ମିଶ୍ର

#କବିତା #HamariAdhur  ओंस की बूँद चेहरे पर पड़ रही थी। ଶୀକର ସମୀରା 

ପ୍ରେମ ମହକିଲେ   ଅନ୍ତରୁ ଝରଇ
      ଶୀକର ସମୀରା ଛୁଆଁ,
ମୂହୁର୍ତ୍ତ ହୁଅଇ   ମହାର୍ଘ ବସନ୍ତ
      ବର୍ଷି ବିରହର ନିଆଁ  ।
           ****

©ସୁଜିତ୍ କୁମାର ମିଶ୍ର

#HamariAdhur

10 Love

ओंस की बूँद चेहरे पर पड़ रही थी। ଶୀକର ସମୀରା ପ୍ରେମ ଉତ୍ତୁରିଲେ ଅନ୍ତରୁ ଝରଇ ଶୀକର ସମୀରା ଛୁଆଁ, ମୂହୁର୍ତ୍ତ ହୁଅଇ ମହାର୍ଘ ବସନ୍ତ ବର୍ଷି ବିରହର ନିଆଁ । **** ©ସୁଜିତ୍ କୁମାର ମିଶ୍ର

#କବିତା #HamariAdhur  ओंस की बूँद चेहरे पर पड़ रही थी। ଶୀକର ସମୀରା 

ପ୍ରେମ ଉତ୍ତୁରିଲେ   ଅନ୍ତରୁ ଝରଇ
      ଶୀକର ସମୀରା ଛୁଆଁ,
ମୂହୁର୍ତ୍ତ ହୁଅଇ   ମହାର୍ଘ ବସନ୍ତ
      ବର୍ଷି ବିରହର ନିଆଁ  ।
           ****

©ସୁଜିତ୍ କୁମାର ମିଶ୍ର

#HamariAdhur

9 Love

ओंस की बूँद चेहरे पर पड़ रही थी। କାକର ସମ ମୁଁ ଜୀଇଁବା ଶିଖିଛି ସହିବାକୁ ଦୁଃଖ ଝାଞ୍ଜି, ବୋଧେ ସେଥିପାଇଁ ସମୟଟା ଲାଗେ ପ୍ରୀତି ପଉଷର କାଞ୍ଜି । ©ସୁଜିତ୍ କୁମାର ମିଶ୍ର

#କବିତା #HamariAdhur  ओंस की बूँद चेहरे पर पड़ रही थी। କାକର ସମ ମୁଁ
ଜୀଇଁବା ଶିଖିଛି
ସହିବାକୁ ଦୁଃଖ ଝାଞ୍ଜି,
ବୋଧେ ସେଥିପାଇଁ
ସମୟଟା ଲାଗେ
ପ୍ରୀତି ପଉଷର କାଞ୍ଜି ।

©ସୁଜିତ୍ କୁମାର ମିଶ୍ର

#HamariAdhur

12 Love

ओंस की बूँद चेहरे पर पड़ रही थी। କାକର ଓଠରେ କିରିକିରି ହସ ମରଣକୁ ଧରି କୋଳେ, ମୁକ୍ତାବିନ୍ଦୁ କିନ୍ତୁ ବରଷୁଛି ଭାବେ ମୁକ୍ତି ଚିନ୍ତା ନାହିଁ ତିଳେ । *** ©ସୁଜିତ୍ କୁମାର ମିଶ୍ର

#କବିତା #HamariAdhur  ओंस की बूँद चेहरे पर पड़ रही थी। କାକର ଓଠରେ
କିରିକିରି ହସ
ମରଣକୁ ଧରି କୋଳେ,
ମୁକ୍ତାବିନ୍ଦୁ କିନ୍ତୁ
ବରଷୁଛି ଭାବେ
ମୁକ୍ତି ଚିନ୍ତା ନାହିଁ ତିଳେ ।
***

©ସୁଜିତ୍ କୁମାର ମିଶ୍ର

#HamariAdhur

10 Love

ओंस की बूँद चेहरे पर पड़ रही थी। मेरी खुद की नजरे नहीं हटती जब मैं तेरी छवि केंवस पर उतारति हूँ शायद इसलिए ऊपर वाला भी तुझे जमीं पर भेजकर सकूंन से ना रह पाया होगा पल दो पल की जिंदगी देकर तुझे हम से दगा कर गया तेरी झलक दिखा कर फिर अपने संग ले गया। ©Timsi thakur

#HamariAdhur  ओंस की बूँद चेहरे पर पड़ रही थी। मेरी खुद की नजरे नहीं हटती 
जब मैं तेरी छवि केंवस पर उतारति हूँ 
शायद इसलिए ऊपर वाला भी तुझे जमीं 
पर भेजकर सकूंन से ना रह पाया होगा 
पल दो पल की जिंदगी देकर तुझे 
हम से दगा कर गया 
तेरी झलक दिखा कर फिर 
अपने संग ले गया।

©Timsi thakur

#HamariAdhur

12 Love

Trending Topic